Browsing Tag

kantabanji news

ଗଞ୍ଜାଉଡାର ସଂରକ୍ଷିତ ଜଙ୍ଗଲରେ ହତ୍ୟା ଘଟଣା

କଣ୍ଟାବାଞ୍ଜି ଏ.ଡି.ଜେ.ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅଭିଯୁକ୍ତଙ୍କୁ ଆଜିବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଯୋରିମାନା ଅନାଦେୟ ହେଲେ ଅଧିକ ୩ବର୍ଷ କାରାଦଣ୍ଡ କଣ୍ଣାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତୁରେକେଲା ଥାନା ଅଧିନସ୍ଥ ମହୁଲପାଟି ନିକଟସ୍ଥ ଗଞ୍ଜାଉଡାର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡିଶା ଦିବସ : ସାହିତ୍ୟିକ ଓ ସାମ୍ବାଦିକ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାରା ସୋମବାର ଦିନ ଓଡିଶା ଦିବସ ବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଗୁରୁମା, ଗୁରୁଜୀ ଏବଂ
Read More...

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟେଇବା ପାଇଁ ଦାବୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି - ତୁରେକେଲା ପିଡବ୍ଲୁଡି ମୁଖ୍ୟରାସ୍ତାର ପ୍ରସ୍ତତି କରଣ ଚାଲିଛି । କଣ୍ଟାବାଞ୍ଜି ସହରଠାରୁ ଅନିତ ଦୂରରେ ନୂତନ କୋର୍ଟ ବିଲ୍‌ଡିଙ୍ଗ ଏବଂ ଆମ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତାର ଉଭୟ ପାଖରେ ପ୍ରସ୍ତତି କରଣ ଚାଲିଥିବା
Read More...

କଣ୍ଟାବାଞ୍ଜିରେ ବିକାଶ ଗ୍ରୁପ୍‌ର ସ୍କୁଲ ଉଦ୍‌ଘାଟନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ୟବସାୟିକ ସହରରେ ବିକାଶ ଗ୍ରୁପ୍‌ର ବିକାଶ ଟେକ୍‌ନୋ ସ୍କୁଲର ଶୁଭ ଉଦ୍‌ଘାଟନ ରବିବାର ସନ୍ଧ୍ୟାରେ ହୋଇଯାଇଛି । ପୂର୍ବରୁ ଏହି ବିଦ୍ୟାଳୟ ମୁସ୍କାନ୍ ଇଣ୍ଟର୍‌ନେସନାଲ୍‌ ସ୍କୁଲ ନାମରେ ପରିଚିତ ଥିଲା । ମୁସ୍କାନ
Read More...

କଣ୍ଟାବାଞ୍ଜି ଓକିଲ ସଂଘ ନିର୍ବାଚନ : ପ୍ରଫୁଲ୍ଲ ନାୟକ ସଭାପତି, ଏସ୍‌ ଜଗନ୍ନାଥ ରାଓ ସମ୍ପାଦକ ନିର୍ବାଚିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଛି । ସଂଘର ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଉପସଭାପତି ଶୈଲେନ୍ଦ୍ର ନାରାୟଣ ବେହେରା ଏବଂ ସହ ସମ୍ପାଦକ ନବୀନ କୁମାର ଦିପ
Read More...

ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର
Read More...

କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ହୋଲି ଖେଳ ହେଲା କାଳ । କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର । ତେବେ ଏହି ହୋଲି ଖେଳରେ କେମିକାଲ୍‌ ରଙ୍ଗ ଯୋଗୁଁ କଣ୍ଟାବାଞ୍ଜି ଶାନ୍ତିପଡା, ଆନନ୍ଦନଗର ପଡା ସହ ଅନ୍ୟ ପଡାର ୨୦ରୁ ଅଧିକ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ଅପମିଶ୍ରିତ
Read More...

ନିର୍ବାଚନ ଆଚରଣ ବିଧି ଯୋଗୁଁ କଂଟାବାଞ୍ଜିରେ ଆପ୍‌ର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ସ୍ଥଗିତ

କଂଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ କର୍ଯ୍ୟାଳୟ ସମ୍ମୁଖରେ ଗତ ୨୨ ଫେବୃୟାରୀରୁ ଆମ୍‌ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଜାରି ରଖିଥିବା ବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ୨୬ ଦିନ ପରେ ଆନ୍ଦୋଳନ ଗତକାଲି ସ୍ଥଗିତ ହୋଇଛି ।
Read More...

ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେ. ଭି. ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଟିଟିଲାଗଡ଼ ସହରରେ ଏକ ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଉଛି । ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟର ଡ. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ
Read More...

ନିର୍ବାଚନ ଆଚରଣ ବିଧି ଲାଗୁଁ ଯୋଗୁଁ ୨୪ ଦିନ ପରେ ଆନ୍ଦୋଳନ ସ୍ଥଗିତ

ଭୂମିହୀନ ଏବଂ ପଟ୍ଟାଧାରୀ ସରକାରଙ୍କୁ କଲେ ଭର୍ତ୍ସନା କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ୨୨.୨.୨୦୨୪ରୁ ଆମ୍‌ ଆଦମୀ ପାର୍ଟି ସଂଯୋଗ ସୁରଥ ବେହେରାଙ୍କ ଦ୍ୱାରା ଗଣଧାରଣା ଦିଆଯାଇଥିଲା । ୧୬ ଗୋଟି ଦାବୀ
Read More...