Browsing Tag

kantabanji news

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଝରଣି ପଂଚାୟତ ସରପଂଚଙ୍କ ମାଡ ମାରିବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଂଚାୟତ ସରପଂଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣଷର ବ୍ୟକ୍ତି ଖବର ସଂଗ୍ରହ ବେଳେ ଗତ ତା. ୧୬.୯.୨୦୨୦ରିଖ ଦିନ ରାମୁଡ
Read More...

ରେଲ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ରେଲ ଷ୍ଟେସନର ଅନତି ଦୂରରେ ପୂର୍ବ ଦିଗରେ ଥିବା ୧୭୦/୭ କି.ମି. ଖୁମ୍ବ ନିକଟରେ ସୋମବାର ସକାଳୁ କଂଟାବାଂଜି ଜି.ଆର.ପି ପୋଲିସ ଏକ ମୃତ ଦେହ ରେଲ ଲାଇନ କଡ଼ରୁ ଉଦ୍ଧାର କରିଛି । ଜି.ଆର.ପି. ପୋଲିସ ଦୀର୍ଘ ସମୟ ଅନୁସଂଧାନ କରିବା ମଧ୍ୟରେ ମୃତ ଯୁବକ
Read More...

ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି ।
Read More...

ଝରଣୀ ପଂଚାୟତ ସରପଂଚଙ୍କ ଦ୍ୱାରା ବୌଦ୍ୟୁତିକ ଗଣମାଧ୍ୟମକୁ ଆକ୍ରମଣ ପ୍ରସଙ୍ଗ : ସାଂବାଂଦିକ ସଂଘ, କଂଟାବାଂଜି ଦ୍ୱାରା…

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣକାରୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାର ଦୁର୍ନୀତିର ତଦନ୍ତ ଦାବୀକଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ କଂଟାବାଂଜି ପ୍ରତିନିଧି ଅନ୍ତିମ
Read More...

କରୋନା ଯୋଦ୍ଧା କଂଟାବାଂଜି ପୂର୍ବତନ ଆଇଆଇସି.ଙ୍କ ବିୟୋଗରେ ସାଂବାଦିକ ସଂଘର ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୋଲିସ ଅଧିକାରୀ ପୂର୍ବତନ କଂଟାବାଂଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ସଂକ୍ରମଣରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ସ୍ୱର୍ଗବାସ ହୋଇଛନ୍ତି । ତାଙ୍କ ମର ଶରୀରକୁ
Read More...

ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : କ୍ୟାମେରା ଓ ବୁମ ଭାଙ୍ଗିଲେ ସରପଂଚ, ସରପଂଚଙ୍କ ସ୍ୱାମୀ ଓ…

କଂଟାବାଂଜି(ଗୁରୁଦୟାଲ ହଂସ) ; ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଂଚାୟତରେ କରୋନା କ୍ୱାରେନ୍‌ଟାଇନ ସେଂଟରରେ ରହିଥିବା ପ୍ରବାସି ଶ୍ରମିକମାନଙ୍କ ଦୁଇ ହଜାର ଟଙ୍କା ନ ମିଳିବା ଓ ଦୁର୍ନୀତି ଉପରେ ଓଟିଭି କଂଟାବାଂଜି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀ ଗ୍ରାମବାସୀଙ୍କ ଅଭିଯୋଗ
Read More...

ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ : ଝରଣୀ ପଞ୍ଚାୟତରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ

କଂଟାବାଂଜି, (ଗୁରୁଦୟାଲ ହଂସ) : ଖବର ସଂଗ୍ରହ ସମୟରେ କଂଟାବାଂଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ନିଜେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି
Read More...

ମଦ ପିଇବାକୁ ଡାକି ନେଇ ଜୀବନରେ ମାରିଦେଲା : ଅଭିଯୁକ୍ତ ଥାନାରେ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଦ ପିଇବାକୁ ଡାକି ନେଇ ଜୀବନରେ ମାରି ଦେଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଂଟାବାଂଜି ଥାନା ହିଆଁଲ ଗ୍ରାମର କ୍ଷେତ୍ରୀ ସଗରିଆ(୫୫), ପିତା- ଦୁକାଲୁ ସଗରିଆଙ୍କୁ ସେହି ଗାଁର ବନଗୁଲା ଗଏଁତା(ବନ) ସୋମବାର ଦିନ
Read More...

ସରକାରୀ ଆର୍ଥିକ ସହାୟତା ଦାବୀ : ସାମ୍ବାଦିକ ସଂଘ ବୈଠକରେ ପ୍ରସ୍ତାବ ଆଗତ

କଂଟାବାଂଜି, (ଗୁରୁଦୟାଲ ହଂସ) : ସାଂବାଂଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ଆଜି ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ସହିତ ଅଂଚଳର ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏପରିକି କରୋନା ମହାମାରୀ ସଂକ୍ରମଣ ଯୋଗୁଁ
Read More...

କଂଟାବାଂଜି ଏନଏସି.ରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ଶନିବାର ଦିନ ଅପରାହ୍ନରେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଏହି ଖବରଦାତା ସମ୍ମିଳନୀ ଅନୁଷ୍ଠିତ
Read More...