Browsing Tag

kantabanji news

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

କଂଟାବାଂଜି,(ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଶିଶୁଙ୍କ ଅନୁପସ୍ଥିତି ରେ ଭରଚୁଆଲି ମୋଡରେ ସାମାଜିକ ଦୂରତା ସହିତ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବିରଞ୍ଚି
Read More...

କଂଟାବାଂଜି ସବ୍‌ ଜେଲ ଅନ୍ତେବାସୀଙ୍କୁ ଦୀପାବଳି ମିଷ୍ଠାନ ଦେଇ ଶୁଭେଚ୍ଛା ଜଣାଇଲେ ବିଧାୟକ ସାଲୁଜା

କଂଟାବାଂଜି,(ମନୀଶ କୁମାର ହଂସ) : କଂଟାବାଂଜି ସବ୍‌ ଜେଲ ଅନ୍ତେବାସୀମାନଙ୍କୁ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ଦୀପାବଳି ପର୍ବ ଅବସରରେ ଜେଲରେ ସାକ୍ଷାତ କରି ସମସ୍ତଙ୍କୁ ମିଷ୍ଟାନ୍ନ, ସାନିଟାଇଜର ଓ ମାସ୍କ ବଂଟନ କରିଛନ୍ତି । ଏହି ଅବସରରେ ଜେଲରେ ଥିବା ୬୦ ଜଣ ଅନ୍ତେବାସୀଙ୍କୁ
Read More...

ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ପୁରୁଷ ଓ ୨୩ ମହିଳା ରହିଛନ୍ତି । ଶ୍ରମିକଙ୍କ ସହ ୮ ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ
Read More...

ବିଧାୟକ ସାଲୁଜାଙ୍କ ଦ୍ୱାରା ୧୨୮ ଜଣଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ୧୨୮ଜଣ ଜଂଗଲ ଜମିରେ ବସବାସ କରୁଥିବା ଘରଡିହହୀନ ବ୍ୟକ୍ତିମାନଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ କରାଯାଇଛି । ବ୍ଲକ ପରିସରରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମରେ ସ୍ଥାନୀୟ କଂଟାବାଂଜି ବିଧାୟକ
Read More...

କଂଟାବାଂଜିରେ ଅନୁଷ୍ଠିତ ହେଲା କଂଗ୍ରେସ କର୍ମୀ ସମାବେଶ

କଂଟାବାଂଜି, (ମନିଶ କୁମାର ହଂସ) : ସ୍ଥାନୀୟ ଜୈନ ଭବନରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଅଧ୍ୟକ୍ଷତା କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏଥିରେ ଜିଲ୍ଲା ସଭାପତି ଦିଲୀପ ବେହେରା ମୁଖ୍ୟ ଅତିଥି ଭାବେ ଓ କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର,
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ କେଭି କଲେଜର ଛାତ୍ରୀ ସବୀନା

କଂଟାବାଂଜି, (ମନିଶ କୁମାର ହଂସ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି କଂଟାବାଂଜି କେ.ଭି. କଲେଜର ଛାତ୍ରୀ ସବୀନା ପର୍‌ବିନ୍‌ । କେଭି କଲେଜରେ ପ୍ରଥମ ବ୍ୟାଚ୍‌ ଓଡ଼ିଆ ଓ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା
Read More...

କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା
Read More...

ବିଜେଡି ଜନସଚେତନତା କାର୍ଯ୍ୟକ୍ରମ ଉଦଯାପିତ

କଣ୍ଟାବାଞ୍ଜି, (ମନୀଷ ହଂସ) : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଚାଲିଥିବା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ବିଜେଡି ଜନସଚେତନତା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ
Read More...

ବଲାଙ୍ଗିର ରାଜ୍ୟ ରାଜପଥ ନଂ.୪୨ କୁର୍ଲିଠାରେ ବିରାଟ ଗାତ : ଯଥାଶୀଘ୍ର ମରାମତି ଦାବୀ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ବଲାଙ୍ଗିର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ.୪୨ ଚଳିତ ବର୍ଷା ଋତୁରେ ସ୍ଥାନେ ସ୍ଥାନେ ବିରାଟ ଗାତମାନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ଗୁଡିକରେ ଗାତ ମାନ ହୋଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣାମାନ ହେଉଛି । ଏପରିକି
Read More...

ମନରେଗା ଯୋଜନାର ପାଉଣା ମିଳି ନ ଥିବା ଅଭିଯୋଗ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ସମରସିଂ ଗ୍ରାମରେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ଟଙ୍କା ମିଳି ନ ଥିବା ବିଷୟ ଶନିବାର ଦିନ ଅଭିଯୋଗ କରିଛନ୍ତି । ଖବର
Read More...