Browsing Tag

kantabanji news

ସରକାରଙ୍କ ନିର୍ଦ୍ଦେଶ : ତୁରେକେଲା ବ୍ଲକର ୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ହେବ ବନ୍ଦ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଅଂଚଳର ୩ଟି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୧୪ଗୋଟି ବ୍ଲକର ୧୯୨ ଗୋଟି ସରକାରୀ ପ୍ରାଥମିକ
Read More...

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ
Read More...

କୋଭିଡ୍‌ କଟକଣା ମଧ୍ୟରେ ମା’ ନିଆଲିମଲିଙ୍କ ଯାତ୍ରା ସଂପନ୍ନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ଅନ୍ୟ ଏକ ପ୍ରଖର ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ୱାର୍ଡ ନଂ.୧୪ ଇଲେକ୍ଟ୍ରି ଗ୍ରୀଡ୍‌ ନିକଟରେ ଥିବା ସର୍ବପୁରାତନ ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଚଳିତ ବର୍ଷ ପୂର୍ବ ବର୍ଷ
Read More...

କଂଟାବାଂଜି ପୋଲିସ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା, ପୂଜା ମଂଡପରେ ୩ ଜଣରୁ ଅଧିକ ରହିପାରିବେ ନାହିଁ : ବିଧାୟକ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ ଚଳିତ ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା ମଣ୍ଡପରେ ୩ ଜଣରୁ ଅଧିକ ନ ରହିବା ପାଇଁ ଆଜି ସଂଧ୍ୟାରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି । ସହରରେ ରୋଡ ନଂ. ୩, ପୁରୁଣା ବସ୍ତି, ଉକ୍ରଳ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ନବରାତ୍ର
Read More...

ପାର୍ବଣ ବୋନସ୍‌ ଦାବୀ ନେଇ ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଏଡିଇଏନଙ୍କୁ ଦେଲା ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଶାଖା ଦ୍ୱାରା ମଂଗଳବାର ଦିନ କଂଟାବାଂଜି ଏ.ଡି.ଇ.ଏନ.ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ସାରା ଭାରତ ବର୍ଷରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀମାନଙ୍କୁ ପୂଜା ଭେଟି (ବୋନସ)
Read More...

କଂଟାବାଂଜି ପିଡବ୍ଲୁଡି ଡାକ ବଙ୍ଗଳାରୁ ମୂଲ୍ୟବାନ ଶାଗୁଆନ ଗଛ କାଟିଲା କିଏ : ଅଫିସର ଓ ଜଗୁଆଳିଙ୍କ ମଧ୍ୟରେ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ପିଡବ୍ଲୁଡି ଡାକ ବଙ୍ଗଳା ବାଉଣ୍ଡ୍ରି ଭିତରେ ଥିବା ୫୦/୬୦ବର୍ଷ ପୁରୁଣା ଶାଗୁଆନ ଗଛକୁ କେହି କାଟି ବାଉଣ୍ଡ୍ରି ଭିତରେ ହିଁ ଲୁଚାଇ ରଖିଥିବା ଗତକାଲି ସଂଧ୍ୟାରେ ପଦାକୁ ଆସିଛି । ସ୍ଥାନୀୟ ସାଂବାଦିକ ସଂଘ ଖବର ପାଇ ଅନୁସଂଧାନ କରିବାକୁ ଯାଇଥିବା
Read More...

କଂଟାବାଂଜି କଳାକାର ସଂଘ ଦ୍ୱାରା ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଭତ୍ତା ଦାବୀ ନେଇ ଦେଲେ ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନଏସି ସହରାଂଚଳରେ ଥିବା ବିଭିନ୍ନ କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ ଓ କଳାକାରମାନଙ୍କୁ ଭତ୍ତାରୁ ବଂଚିତ କରାଯାଇଛି । ସହରରେ ଥିବା କଳାକାରମାନଙ୍କୁ ଚିହ୍ନଟ କରି କଳାକାର ଭତ୍ତା ଦାବୀ କରି କଳାକାର ସଂଘ ଦ୍ୱାରା ୫ ଦଫା ଦାବୀପତ୍ର ସ୍ଥାନୀୟ
Read More...

ଗୃହରକ୍ଷୀ କୋଭିଡ୍‌ ଯୋଦ୍ଧାଙ୍କ ଅବସର ଗ୍ରହଣ : ଥାନା ପକ୍ଷରୁ ସମ୍ବର୍ଦ୍ଧନା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଥାନାରେ ଦୀର୍ଘ ବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ୟ କରିଥିବା ରାଜମନ କୁଅଁର ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ
Read More...

ପୋଲିସ ଦ୍ୱାରା ୭ ଚୋରି ବାଇକ୍‌ ଉଦ୍ଧାର : ୩ଜଣ ଗିରଫ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି, ତୁରେକେଲା, ମୁରିବାହାଲ ଓ ବେଲପଡା ଥାନା ଅଂଚଳରେ ରୀତିମତ ବାଇକ୍‌ ଚୋରି ହେଉଥିବା ବେଳେ ଆଜି କଂଟାବାଂଜି ପୋଲିସ ୭ଟି ଚୋରି ବାଇକ୍‌ ଜବତ୍‌ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଆଜି ସଂଧ୍ୟା ୭ଟାରେ ଥାନା ପରିସରରେ ଏକ
Read More...

ପୂଜା ପାର୍ବଣ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ପ୍ରଶାସନିକ ବୈଠକ

କଂଟାବାଂଜି, (ମନିଶ କୁମାର ହଂସ) : ଟିଟିଲାଗଡ ସବ୍‌ ଡିଭିଜନ ଅଧୀନରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚଳିତ ଦୁର୍ଗା ପୂଜା, କାଳି ପୂଜା, ଗଜଲକ୍ଷ୍ମୀ ପୂଜା ସହ ଅନ୍ୟାନ୍ୟ ପୂଜା ପାର୍ବଣ ଶାନ୍ତି ଶୃୃଙ୍ଖଳାର ସହ ପାଳନ କରିବା ସହିତ କରୋନା ସଂକ୍ରମଣର ନିୟମ ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ,
Read More...