Browsing Tag

kalahandi news

ଗାଁ ସାଥୀ ସଂଘର ବ୍ଲକ ସମ୍ମୁଖରେ ଗଣଧାରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଆଜି ବ୍ଲକ ସମ୍ମୁଖରେ ଗାଁ ସାଥୀ ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଦୁର୍ଗାମଣ୍ଡପଠାରୁ ଗାଁ ସାଥୀମାନେ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସଂଘ
Read More...

ବିଦ୍ୟାଳୟରେ ପ୍ରବେଶ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଚ୍ଛାଡେଙ୍ଗେନରେ କୋଭିଡ-୧୯ କଟକଣା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ୧୮ ମାସରୁ ଅଧିକ ଦିନ ହେବ
Read More...

ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ

କଳାହାଣ୍ଡି, (ପି.କେ ସାହୁ) : ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଏହି
Read More...

ଶାଳ କାଠ ସହ ପିକଅପ୍ ଭ୍ୟାନ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଅନ୍ତର୍ଗତ ଚନ୍ଦନପିଣ୍ଡା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ମ.ରାମପୁର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ କାଠ ଚୋରା ଚାଲାଣ ହେଉଥିବା ଏକ ପିକ ଅପ୍ ଭ୍ୟାନ ଗାଡ଼ି ନଂ.ଓଆର୦୮-ଏଫ-୫୪୮୬କୁ
Read More...

ମା’ ମାଣିକେଶ୍ୱରୀ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ : କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁ ସାମିଲ, ହଜାର ହଜାର ବଳି…

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲି ନିଶାର୍ଦ୍ଧରେ ମନ୍ଦିର ପରିସରରେ ପୋଢ଼ ବଳି ପରେ ଆଜି ସକାଳୁ ସହର ଜେନାଖାଲରୁ ମା'ଙ୍କ ଛତର ମନ୍ଦିରକୁ ଆସିଥିଲା । ଲୋକନୃତ୍ୟ ଓ
Read More...

ଛତରଯାତ୍ରାରେ ଜନଗହଳି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ

କଳାହାଣ୍ଡି, (ପି.କେ. ସାହୁ) : ଓଡ଼ିଶାର ପ୍ରସିଦ୍ଧ କଳାହାଣ୍ଡିର ଇଷ୍ଟଦେବୀ ମା' ମାଣିକେଶ୍ୱରୀଙ୍କ ଛତରଯାତ୍ରା ଉପଲକ୍ଷେ ଭିଡ କମ କରିବା ପାଇଁ ଭବାନୀପାଟଣା ସହରସାରା ବ୍ୟାରିକେଡ଼ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା
Read More...

ଗଜବାହାଲ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କଲେ ସିଏମ୍‌ଓ ଟିମ୍‌

କଳାହାଣ୍ଡି, (ନରୋତ୍ତମ ସେଲମା) : ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଜବାହାଲ ୫ଟି ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ ସମେତ ପରିବେଶକୁ ସୁନ୍ଦର ଭାବେ ସଜାଯାଇଛି । ସିଏମ୍‌ଓ
Read More...

ଆସନ ସଂରକ୍ଷଣରେ ପଛୁଆବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ବିଜେପିର ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଗାମୀ ପଂଚାୟତିରାଜ ନିର୍ବାଚନ ପାଇଁ ପ୍ରଶାସନ ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିଛି । କିନ୍ତୁ ରାଜ୍ୟ ସରକାର ପଛୁଆବର୍ଗଙ୍କୁ ୨୭ ଶତକଡା ସଂରକ୍ଷଣ ଦେବାକୁ ଘୋଷଣା କରି ଏବେ ଠକି ଦେଇଛି । କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଓ ସମସ୍ତ ୧୩ଟି ବ୍ଳକ
Read More...

ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକ ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ ରବିବାର ଦିନ ରଘୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା
Read More...

ମ. ରାମପୁର ରେଞ୍ଜ ତରଫରୁ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳର ମୋହନଗିରି ସେକ୍ସନ ଅନର୍ଗତ ଟାପରେଞ୍ଜ ବନ ସୁରକ୍ଷା ସମିତି ଠାରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନେକେରା ସରପଞ୍ଚ ଶ୍ରୀମତୀ ରୂପକାନ୍ତି ସୁନା,
Read More...