Browsing Tag

kalahandi news

ମିଳୁନି ଆବାସ ଗୃହ : ବିପଦ ସଂକୁଳ ଘରେ ଚାରି ଜଣଙ୍କ ସହ ଅସହାୟ ବୃଦ୍ଧ

କଳାହାଣ୍ଡି, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଗୌଡ଼ଟୋଲା ଗ୍ରାମର ଏକ କରୁଣ ଚିତ୍ର ସମ୍ନାକୁ ଆସିଛି। ଏହି ଗାଁର ଦୟାନିଧି ସାହୁ(୭୦) ଜଣେ ଗରିବ ଲୋକ । ବୃଦ୍ଧ ବୟସରେ କାମ କରି ପେଟ ପୋଷିବା ତାଙ୍କ ପାଇଁ କଷ୍ଟ ହୋଇଥାଏ । ସେ ଗ୍ରାମରେ ଥିବା ଏକ ମାଛ ଚାଷ
Read More...

କୃଷି କ୍ଷେତ୍ରରେ ବଢୁଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ : ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତିମୁହାଁ ହୋଇଥିବା ଜଣାପଡିଛି । ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ
Read More...

ଘର କାନ୍ଥ ଭୁଷୁଡିବାରୁ ବାସହରା ହେଲେ ପରିବାର : ସହାୟତା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର ମେରଡ଼ିକୁପା ଗାଁର ମିଚଲ ପାତ୍ର ଗତ ରବିବାର ଦିନ ନିଜ ଘରେ ଶୋଇଥିବା ସମୟରେ ରାତ୍ର ୧୧ ଘଣ୍ଟା ସମୟରେ ହଠାତ ବର୍ଷା ସହ ଭୀଷଣ ଝଡ ତୋଫାନ ହୋଇଥିଲା । ଯାହାଫଳରେ ମିଚଲ ଓ ତାଙ୍କ ପରିବାର ଶୋଇଥିବା
Read More...

ସତ୍ୟବ୍ରତଙ୍କ ସାରା ରାଜ୍ୟ ପଦଯାତ୍ରା : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ବାହାରିଛନ୍ତି ସାରା ରାଜ୍ୟ ପଦଯାତ୍ରାରେ । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଥିବା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା
Read More...

କଳାହାଣ୍ଡିରେ କାୟାବିସ୍ତାର କରୁଛି କରୋନା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିରେ ବି କାୟାବିସ୍ତାର କରିବାରେ ଲାଗିଛି କରୋନା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ନୋଟ୍‌ ଅନୁସାରେ ଆଜି ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍‌ ଅଂଚଳରେ ୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ଅଧିକ ୨୯
Read More...

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ କଂଗ୍ରେସ କାର୍ୟ୍ୟକାରୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସହ ମଣିପୁର ଓ ମିଜୋରାମ ରାଜ୍ୟର
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ପୂର୍ବ ଉପସଭାପତି ପରମାନନ୍ଦ ଅଗ୍ରୱାଲଙ୍କ ପରଲୋକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଯୁଗଯାତ୍ରୀ ସାହିତ୍ୟ ସଂସଦର ଜଣେ ବରିଷ୍ଠ ସଦସ୍ୟ ତଥା ଉପସଭାପତି, କୋଷାଧ୍ୟକ୍ଷ ପରମାନନ୍ଦ ଅଗ୍ରୱାଲ(୫୯)ଙ୍କ ଆଜି ପରଲୋକ ହେଇଯାଇଛି । କଟକ ଠାରେ ତାଙ୍କର ପରଲୋକ ପରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆରମ୍ଭରୁ
Read More...

ପାହାଡି ମୁଲକର ଗାଁ ବୋଡ଼ାଦରିଂ : ବ୍ଲକକୁ ଦୂରତା ୬୩ କିମି, ପଂଚାୟତକୁ ଦୂରତା ୪୮କିମି

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ବି ଅନେକ ଗାଁ ରହିଛି, ଯେଉଁ ଗାଁର ଲୋକେ ଜୀବନ କହିଲେ ବଣ ଜଙ୍ଗଲ ଆଉ ନିଜ ନିଜ ଭିତରର ସୁଖ ଦୁଃଖକୁ ହିଁ ବୁଝନ୍ତି । ଗୋଟିଏ ବାହାର ଦୁନିଆଁ ଥାଏ, ତାକୁ ନେଇ ସେମାନେ କେବେ କିଛି କଳ୍ପନା ବି କରନ୍ତି ନାହିଁ । କିନ୍ତୁ ସଭ୍ୟତାର ବିକାଶ ପରେ ପରେ ସେମାନେ
Read More...

ପୋଡ଼ିଗଲା ଘର : ଘଟଣାର ତଦନ୍ତ କଲେ ତହସିଲଦାର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୁନାଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ମତେ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଗତ
Read More...

ପୋଲିସ-ମାଓବାଦୀ ସଂଘର୍ଷରେ ଦୁଇ ଏସଓଜି ଯବାନ ସହିଦ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ସଂଘର୍ଷରେ ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ମଧ୍ୟ
Read More...