Browsing Tag

kabita

କବିତା : ଶୂନ୍ୟ ସୀମନ୍ତିନୀ ରାଧା

ବିଜୟ କୁମାର ତ୍ରିପାଠୀ (ଏକ) ନିରାଭରଣ ହୋଇଛିଶୂନ୍ୟକୁଂଭ ଟେକି ଦେଇଛିଦେହରୁ ଉତାରି ଦେଇଯେତେ ସବୁ ମିଛ ଆବରଣ, ଆଭୂଷଣଅନଂତ ଆକାଶର ଛାତ ତଳେଉତ୍ତୋଳିତ ହାତରେକେତେ କାଳରୁ ଛିଡ଼ା ହୋଇଛି,କାହା ଇଚ୍ଛାରେ ନୁହଁସ୍ୱଇଚ୍ଛାରେ କେବେଠୁ ନିଜକୁତୁମଠାରେ ସମର୍ପି ଦେଇଛି । ଫୁଟେଇ ଥିବା
Read More...

ଅଭିମାନ

ରତ୍ନମୟ ତ୍ରିପାଠୀ ତୋର ଫେରିବାର ବାଟରେନ ଥିଲା କିଛିସର୍ତ୍ତ ର ବନ୍ଧନୀବନ୍ଦ ନ ଥିଲା ବାଟର କବାଟ,ମନା ନ ଥିଲାବାତାୟନ ଦେଇ ସଞ୍ଚରିଯିବାକୁସ୍ନେହ ର ସୁଗନ୍ଧ ହୋଇ । ଉଠାଇ ଥିବା ହାତ ପ୍ରତିବଦଳରେହାତଯୋଡ଼ି ଲିଭେଇ ପାରିଥାନ୍ତୁଛାତି ତଳର ଦାଗ,ସ୍ମିତହସ ଟିଏ ଦେଇସ୍ମୃତି ସବୁକୁସାଇତି ରଖି
Read More...

କବିତା : ଆସ ଦିହେଁ ମିଶି ଲେଖିବା କବିତା

ପ୍ରହଲ୍ଲାଦ ଶତପଥୀ ଆସ, ଦିହେଁ ମିଶି ଲେଖିବା କବିତା ଏଇ ଶତାବ୍ଦୀରକବିତାରେ ଡେଇଁଯିବା ସୀମା ସରହଦ ଏଇ ପୃଥିବୀର ।ହସକୁ ଡେଇଁଯାଏ କବିତାଠିକ ସେମିତି ଆମେ ଡେଇଁଯିବା ଆଖିସବୁରେଢେଉ ଖେଳୁଥିବା ଲୁହ ସବୁକୁ ।ଶବ୍ଦ ନାଆ ହୁଏ, ନାବିକ ହୁଏଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ ।କବିତା ଭିତରକୁ
Read More...

କବିତା : ଲଟ୍‌କନା

ନବୀନ ବିଶ୍ୱବନ୍ଧୁ ଗଲ ଯେ' ଗଲ !ନାଇଁ ଆଏଲ।କାହିଁ ଗଲ, କାଣା କଲକିଏ ଜାନେ…କା'ର୍ ସୁରେ,କେତେ ଧୂରେକେନ୍ ଠାନେ ? ତମେ ପଲାଲାକେ ଅକାଲ୍-କାଲ୍,ପଡ଼ିଆ ପଡ଼ଲା ଗଜ୍-ବାହାଲ୍,ମାଲେ ମାଲେ ଗଲା ମାଲ୍-ଖେକାରୀ,ଭାଲୁ କଅଁଲାଲା କୁଶେର୍ ବାରୀ,କୁକୁରା ଖାଏଲା ଘଉବିଲେଇ…ଆଏଲ ନାଇଁ ! ତମର୍
Read More...

କବିତା : ମୁଣ୍ଡ

ଏଲି ମହାନ୍ତି ମୁଣ୍ଡ ଗଢିବାକୁମୁଣ୍ଡ ଦରକାର । ମୁଣ୍ଡ କାଟିବାକୁମୁଣ୍ଡ ଦରକାର । ମୁଣ୍ଡ ବିକିଥିବା ଲୋକସାରା ରାତି ଛଟପଟ, ମୁଣ୍ଡ କିଣିଥିବା ଲୋକର ସ୍ୱପ୍ନରେକଟା ମୁଣ୍ଡର ଉତ୍ପାତ ! ସାରା ସଂସାରରେ ଭରି ଯାଇଛି ମୁଣ୍ଡଭୁଇଁରୁ ଗଜୁରି ଉଠୁଛି ମୁଣ୍ଡମାଗୁଛି ପରିଚୟ ଦିଅ,ଗଛରୁ
Read More...

-କିଛି ନାଇଁ ହେଲା-

ସୁଜିତ କୁମାର ସତପଥି କିଛି ନାଇଁ ହେଲାଜୁଗି ନାଇଁ ହେଲା ସମୁଦର୍ଗହଡି ନାଇଁ ହେଲା ନଏଦ୍ଆବ୍‌ରି ନାଇଁ ହେଲା ଭୁବ୍‌ରାହିଟେଇ ନାଇଁ ହେଲା ଗଏଁଠ୍ ଇହାଦେ ଭି ଲହଁପୁଛେ ନଏଦ୍ଆର୍ ଗରିକଁଟା, କୁମ୍‌ନା ଧରିଜୁଗିଛେଁ ତାହାକେସେନେ ଯେ ସମୁଦରର୍ଅଚାଲ୍ ଚାଲ୍ ଭଉଁର୍‌ନେହଜୁଛେ କେତେ ଲହଡାଆର୍
Read More...

କବିତା : ଅନୁଗାମିନୀ

ପିନାକୀ ମିଶ୍ର ନିବୁଜ ମନରେ ପୁଣିଏତେ ଝଙ୍କାର,ଗାରଟଣା ପରିଧିଭିତରେ ପୁଣିଏତେ ଉର୍ମିଉତ୍ତାଳ,ଫିଟି ନଥିବା ଫରୁଆ ଭିତରେତୁମ ପ୍ରୀତିସାଇତା ମୋତିହାର !! କେତେବେଳେ ମୋତେ ପିନ୍ଧେଇଦେଲକହିଲ କହିଲ ! ନିଜେ ବି ଜାଣିନଜୀବନନଈର ମୋଡ ବାଙ୍କିବା କଥାଅପରିଚିତଟେ ପଥରଆଉଜି କିଶ ଭାବୁଥିଲା
Read More...

କବିତା : ଧାନ୍‌ ବିକ୍‌ଲେ କାଏଁ କର୍‌ସୁ

ରସରାଜ ଅଚ୍ୟୁତ ପୁରୋହିତ ଧାନ୍‌ ବିକ୍‌ଲେ କାଏଁ କର୍‌ସୁକଟ୍‌ନି ଛଟ୍‌ନି ଯହସଁସାର୍‌ ଭିତ୍‌ରେ ଘର୍‌ କରିଛୁପଥର୍‌ ପଡ଼୍‌ଲେ ସହ । ମିଲର୍‌, ଅଫିସର୍‌ଶିଲ୍‌, ସିଲ୍‌ପା ଚାଷୀ ଚଟ୍‌ନି ହଉଛେବୁଡ଼୍‌ବକ୍‌ ବଲୁଛେନେତା କହୁଥିଲେଦେଶ୍‌ ପରେ ଆଗ୍‌କେ ଯଉଛେ । । ମୋ.ନଂ.୯୪୩୭୩୬୭୦୫୨
Read More...

କବିତା : ପ୍ଲାଷ୍ଟିକ୍‌ ହୃଦୟ

ବିପିନ ଆଚାର୍ଯ୍ୟ ଏଛ୍‌ନିବହୁତ୍ ଜରୁରୀ ଗୁଟେ ପ୍ଲାଷ୍ଟିକ୍ହ୍ରୁଦୟ । ସଭେ ପିନ୍ଧ୍‌ଲେନ' ।ଜଲ୍‌ଦି ଘିନି ପକ। । କେନ ମିଲବା..?ଗାଁ ସହର୍ସବୁଆଡେଁ ।ଫୁଟ ପାଥ୍ ନ ବି ।ମୁଲାବାର୍ କେ ନାଇଁ ପଡେ,ବହୁତ ଶସ୍ତା ।। ମୋ.ନଂ. : ୮୯୧୭୩୫୪୫୪୧
Read More...

ମକର ମକର ବାସିବ

ଆନଂଦ ଚଂଦ୍ର ସାହୁ ଭଲ କଲଆଜି ମକର ସଂକ୍ରାନ୍ତି ବୋଲିମନେ ପକେଇଲ । ତମ ଇଚ୍ଛାକୁଶହେ ସଲାମ୍‌ ହୋ’ବିଶ୍ୱାସ କର,ତମ ଭାବର ଭଉଁରିରେମୁଁ ଚକାମାରି ବସିଛି…ତୁମ ଆବେଗକୁ ଛୁଇଁବା ପାଇଁଆହୁରି ଆହୁରି ନିଜକୁତୟାର୍‌ କରୁଛି । ମକର ବସିବାକୁ କହୁଛ ତ’ମନା ନାଇଁ….ନିର୍ମାୟା ନଈରେନିର୍ଲୋଭ
Read More...