Browsing Tag

jharsuguda news

ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ‘ମହାନଦୀ ସତ୍ୟାଗ୍ରହ’

ଝାରସୁଗୁଡା : ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ କରାଯାଉଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କଲମାଠାରେ ବ୍ୟାରେଜ କରି ଛତିଶଗଡ଼ ମହାନଦୀ ପାଣି ରୋକିବା ପରେ ଅଣ ମୌସୁମୀ ସମୟରେ ଓଡିଶାରେ ମହାନଦୀ ଶୁଖିଲା ରହୁଛି । ଫଳରେ
Read More...

ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜୁ ଜନତା ଦଳରର ପ୍ରାର୍ଥୀ ଦୀପାଳି ଦାସଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ
Read More...

ଝାରସୁଗୁଡ଼ାରେ ବାଜି ମାରିନେଲା ବିଜେଡ଼ି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବାଜି ମାରିନେଇଛି ବିଜେଡ଼ି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳି । ୨୦୧୯ ସାଧାରଣ ନିର୍ବାଚନରେ ନବ ଦାସ ୪୫ ହଜାର ୬୯୯ ଭୋଟରେ ଜିତିଥିବା ବେଳେ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ାରେ ବି ବିଜେଡ଼ି ସୁପ୍ରିମୋ
Read More...

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ୍

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ ଚାଲିଥିବା ଜଣାପଡିଛି । ୨୫୩ ମତଦାନ କେନ୍ଦ୍ରରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୁରକ୍ଷା ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ସହ ୧୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ରହିଛି ।
Read More...

ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସ୍ଥିତି ଅନୁଧ୍ୟାନ

ଝାରସୁଗୁଡ଼ା/ସମ୍ବଲପୁର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ୱିତୀୟ ପର୍ଯ୍ୟୟ ଅନୁଧ୍ୟାନ ଜାରି ରଖିଛି । ୪ ଦିନିଆ ଗସ୍ତର ପ୍ରଥମ ଦିନରେ ଏହି ଟିମ୍ ବଙ୍ଗୋ ଡ୍ୟାମ ସହ କୁମ୍ଭାରୀ ଡ୍ୟାମ, ହରଡି-୨ ଆନିକଟ, ସିଓରିନାରାୟଣ ବ୍ୟାରେଜ, ତଲ ଦେଉରୀ ଆନିକଟ ଗସ୍ତ
Read More...

ତାଲା ଭାଙ୍ଗି ନେଇଗଲେ ୧୨ ଗ୍ରାମ ସୁନା ଓ ୨୦ ଲକ୍ଷ ଟଙ୍କା

ଝାରସୁଗୁଡା : ସଦର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀର କଣ୍ଟାକ୍ଟର ରବୀନ୍ଦ ପାଢୀଙ୍କ ଘର ତାଲା ଭାଙ୍ଗି ଗତକାଲି ରାତିରେ କେହି ଦୁବୃର୍ତ୍ତ ୧୨ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ
Read More...

୨୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅବକାରୀ ପୋଲିସ ୨୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ମଣିକପୁର ଗ୍ରାମର ବିନୋଦ କୁମାର ଗୁପ୍ତା(୫୫) ଓ ମଦନ ପାତ୍ର (୨୪) । ସୂଚନା ଅନୁସାରେ ଟ୍ରେନ ମାଧ୍ୟମରେ ଅଭିଯୁକ୍ତ ଦ୍ବୟ ଗଞ୍ଜେଇ
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତି ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ସରବାହାଲ ଠାରେ ଗତକାଲି ଅନୁଷ୍ଠିତ ହୋଇଥିବା ସ୍ମୃତି ସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ସହ ନବ ଦାସଙ୍କ ପତ୍ନୀ,
Read More...

ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ ନବ ଦାସ ଅସ୍ଥି ବିସର୍ଜନ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଅସ୍ଥି ବିସର୍ଜନ ଲାଗି ରବିବାର ପୁଅ ବିଶାଳ ଦାସ ପ୍ରୟାଗରାଜ ଯାତ୍ରା କରିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ଦେଇ ରବିବାର ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ବିଶାଳ ପ୍ରୟାଗରାଜ ଯାଇଥିବା ସହ ସୋମବାର ପ୍ରତ୍ୟାବର୍ତ୍ତନ କରିବେ
Read More...

ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ : ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡ଼ାରେ ଏସ୍‌ସିବିର ୪ ଜଣିଆ ମନସ୍ତତ୍ୱବିତ୍ ଟିମ୍ ପହଞ୍ଚିଛନ୍ତି । ଏମାନଙ୍କ ଭିତରେ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଥିବା ସୂଚନା ରହିଛି । ଗୋପାଳଙ୍କର ମାନସିକ ସ୍ଥିତି
Read More...