ସଟ୍ ସର୍କିଟ ଯୋଗୁ ଜଳିଗଲା ବସ୍
ଯାଜପୁର : ଯାଜପୁର ଜିଲ୍ଲା ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ଶିଙ୍ଗାଡିଆଠାରେ ଏକ ଘରୋଇ ବସ୍ ଛିଡ଼ା ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜଳିଯାଇଥିବା ସୂଚନା ମିଳିଛି । ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ବସ୍ରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
Read More...
Read More...