Browsing Tag

ganjam news

ଗଞ୍ଜାମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲ୍‌ ଠାରେ ଶୁକ୍ରବାର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ
Read More...

କ’ଣ ନିଆଯାଇଛି ପଦକ୍ଷେପ, ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ନଦୀ ଶାଖା ଖରଖରୀ ନଦୀ ଶଯ୍ୟା ଅଣଓସାରିଆ ତଥା ଅଗଭୀର ଥିବା ଯୋଗୁଁ ବନ୍ୟା ଜଳ ଋଷିକୁଲ୍ୟା ନଦୀକୁ ନିଷ୍କାସିତ ହୋଇ ନପାରି ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ପ୍ରତି ବର୍ଷ ଫସଲ କ୍ଷତି ହେଉଛି । ଏଥିପାଇଁ ଜଳ ସମ୍ପଦ ବିଭାଗ
Read More...

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଲେଜକୁ ଗତକାଲି କିଛି ଅଣଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପକ /ଅଧ୍ୟାପିକା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ବ୍ରହ୍ମପୁର ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣା ଦେଖିବାକୁ
Read More...

ପ୍ରତାରଣା କଲା ମାଲିକ : ବାଛୁରୀ ଆଖିରେ ଲୁହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକ ପଡିଆରେ ବାଛୁରୀ ଟି ଜୀବନ ସହ ସଙ୍ଘର୍ଷ କରି ଛଟପଟ ହେଉଥିବା ବେଳେ ତା' ମାଲିକ ସ୍ୱାର୍ଥପର ଭାବେ ବାଛୁରୀ ଟିକୁ ଦେଖି ନଦେଖିଲା ଭଳି ଅଭିନୟ କରି ଛାଡି ଚାଲିଯାଇଛି । ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ୱେଛାସେବୀ
Read More...

ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ସାଢେ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦେଖୁ ଦେଖୁ ଡି. ଭାଗିରଥି ଓ ଡି. ରଘୁଙ୍କ ଦୁଇଟି ଚାଳଛପର ଘର ଜଳି ପୋଡି ପାଉଁଶ
Read More...

ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ଋଷିକୂଲ୍ୟା ମୁହାଁଣରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଁଣ ଠାରୁ ଆରମ୍ଭ କରି ପୋଡ଼ମପେଟା ବେଳାଭୂମିକୁ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଁଣ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
Read More...

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ(ବିକ୍ଷିପ୍ତ ଅଣ୍ଡାଦାନ) ଦେଖିବାକୁ ମିଳିଛି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ବେଳାଭୂମିରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସ୍ପାରାଟିକନେଷ୍ଟିକ(ବିକ୍ଷିପ୍ତ ଅଣ୍ଡାଦାନ) ହୋଇଥିବା ଜଣାପଡିଛି । ଫଳରେ ଏହାକୁ ନେଇ ପରିବେଶବିତ୍‌ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଗଞ୍ଜାମ ସ୍ୱେଚ୍ଛାସେବୀ ଦିଗଦର୍ଶନ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ
Read More...

ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତରେ ମିଶନ ଶକ୍ତି ଓ ପିସିଆଇର ମିଳିତ ଆନୁକୂଲ୍ୟରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୁବଳୟା ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଉପସ୍ଥିତିରେ ଉକ୍ତ
Read More...

ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର । ସୂଚନା ଅନୁସାରେ, ଗଞ୍ଜାମ ଥାନା ବଡ଼କାଇଞ୍ଚପୁର ଗ୍ରାମର କୈବର୍ତ୍ତ କୁଳର କୋଠାଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଥାନା ଆଇଆଇସି ଲିଙ୍ଗରାଜ ବେହେରା, ସେକଣ୍ଡ
Read More...