Browsing Tag

bramhapur news

ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଯନ୍ତ୍ରୀ ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବଡ଼ବନ୍ଧର କାର୍ଯ୍ୟ ଅନୁମୋଦନ ନିମନ୍ତେ ବ୍ରହ୍ମପୁର ଏମ୍‌ଆଇ ଡିଭିଜନର ଯନ୍ତ୍ରୀ, ଅଧିକାରୀ ପ୍ରମୁଖ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, କୁକୁଡ଼ାଖଣ୍ଡି ବଡବନ୍ଧ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଛତ୍ରପୁରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ରବିବାର ଦିବା ୧୦ଘଣ୍ଟା ସମୟରେ ଛତ୍ରପୁର ଗସ୍ତରେ ଆସି ବିଜେପିର ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ତାଙ୍କୁ ଛତ୍ରପୁର କଲେଜ ଛକ ନିକଟରେ ପୁଷ୍ପମାଲ୍ୟ ଦେଇ
Read More...

ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା

ସୁନା ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫସୁନା ଅଳଙ୍କାର ସହ ଗୋଟିଏ ଅଟୋ ଓ ସ୍ମାର୍ଟ ଫୋନ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜାମ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର, ରମ୍ଭା, ଭଞ୍ଜନଗର,
Read More...

ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂତନ ପାର୍ଶ୍ଵ ଦେବା ଦେବୀଙ୍କ ପ୍ରତିଷ୍ଠା ଉତ୍ସବ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ବିଧିବିଧାନର ସହ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିରର ନୂତନ ବିଗ୍ରହଙ୍କ ସ୍ଥାପନା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ ହୋଇଯାଇଛି ।
Read More...

ଗଞ୍ଜାମ ଜିଲ୍ଲାରେ ଏନିମିଆ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପର ଆବଶ୍ୟକତା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଧୀନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନା, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ମିଳିତ ସମ୍ପର୍କିତ ଗଞ୍ଜାମ ଜିଲ୍ଲାର ଏକ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା
Read More...

ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ଡାକ ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ତଳର ତତ୍ତ୍ଵାବଧାନରେ ଏବଂ ପାଣ୍ଡିଆ ଉପଡାକଘର ଆନୁକୂଲ୍ୟରେ ପାଣ୍ଡିଆ ଗ୍ରାମରେ ଏକ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ଡାକ ଶିବିର ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଉପଡାକପାଳ ଶ୍ରୀରାମ ଜୟରାମ ମହାପାତ୍ରଙ୍କ
Read More...

ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା କ୍ରମେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଅଧୀନସ୍ଥ ଦିବ୍ୟସିଂହପୁର ଗାଁରେ ଶିବ ପାର୍ବତୀଙ୍କ ବିବାହ ଏକ ଭିନ୍ନ ପରମ୍ପରା କ୍ରମେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ସବୁଆଡେ ବୁଧବାର ସନ୍ଧ୍ୟାରେ ଶିବ ବିବାହ ଉତ୍ସବ
Read More...

ଛତ୍ରପୁରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶିବ ବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ବିଧିବଦ୍ଧ ଭାବେ ଦେବ ଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଶିବ ବିବାହ ଓ ଶୀତଳଷଷ୍ଠୀ ଦିବସ ଦୁଇଦିନ ଧରି ମହାସମାରୋହରେ ଯଥା ରୀତିରେ ପାଳିତ ହୋଇଯାଇଛି ।
Read More...

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବିଧିବଦ୍ଧ ଭାବେ ଦେବଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବିବାହ ଦୁଇଦିନ ଧରି ମହାସମାରୋହରେ ଯଥାରୀତିରେ ପାଳିତ ହୋଇଯାଇଛି । ଦିଅଁଙ୍କ ବିବାହ ଉତ୍ସବ,
Read More...