ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ନିୟୋଜିତ କନିଷ୍ଠ ଯନ୍ତ୍ରୀଙ୍କ ଘରେ ତାଲାଭାଙ୍ଗି ଚୋରି ଅଭିଯୋଗ
ଛତ୍ରପୁର ସହରରେ ଚୋର ଦଳ ସକ୍ରୀୟ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଛତ୍ରପୁର ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ (ବାଟ-ଛତ୍ରପୁର) ଜଗନ୍ନାଥ ବିହାର ଅଞ୍ଚଳରେ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ଘରେ ତାଲା ଭାଙ୍ଗି ଦୁଇ ଜଣ!-->!-->!-->…
Read More...
Read More...