Browsing Tag

bramhapur news

ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪ : ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପରିବେଶ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବନ ବିଭାଗ ଏବଂ ଜିଲ୍ଲା ଇକୋ-କ୍ଲବ୍, ଗଞ୍ଜାମ ମିଳିତ କ୍ରମେ ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪, ୨ ଫେବୃଆରୀ ଦିବସରେ ଛତ୍ରପୁର ନିକଟସ୍ଥ ମଧୁର ଜଳ ହ୍ରଦ
Read More...

ଆଗକୁ ସାଧାରଣ ନିର୍ବାଚନ ନିମନ୍ତେ ତାଲିମ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଗତକାଲି ୧୨୩- ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା ।
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ରଞ୍ଜନ କୁମାର ଦାସଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଞ୍ଜନ କୁମାର ଦାସ ଭା.ପ୍ର.ସେ. କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଗୁରୁବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟକରି ଗତ ଜାନୁୟାରୀ ୨୯ ତାରିଖ
Read More...

ପୋଡ଼ାପଦରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ପଡ଼ିଆଠାରେ ବର୍ଣ୍ଣାଢ଼୍ୟ ସମାରହୋରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ
Read More...

ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ ଆର୍ଜିପଲ୍ଲୀରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଗୁରୁବାର ଆର୍ଜି ପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର କମ୍ୟୁନିଟ୍ ହଲରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବା
Read More...

ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ ସ୍ତରର ଏକ ଆଲୋଚନାଚକ୍ର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ "ନୂଆ-ଓ" ପକ୍ଷରୁ ନିଆ ହୋଇଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ପର୍ଯ୍ୟାୟର ଆଜି ଅନ୍ତିମ ଦିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ
Read More...

ହୁମ୍ବର ଗ୍ରାମରେ ଯଜ୍ଞ-ପ୍ରତିଷ୍ଠାତ୍ସୋବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀ ଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ, ପାର୍ଶ୍ୱ ଦେବଦେବୀଙ୍କ ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ଯଜ୍ଞ-ପ୍ରତିଷ୍ଠାତ୍ସୋବ ବୁଧବାର ପରିସମାପ୍ତି ଘଟିଛି । ବିଗ୍ରହମାନଙ୍କୁ ପ୍ରାଣ-ପ୍ରତିଷ୍ଠା
Read More...

ବଡମାଧପୁରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁରଠାରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ବଡମାଧପୁରର ଗ୍ରାମ-ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଯାତ୍ରା-ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ
Read More...

ଛତ୍ରପୁର ସହର ଦପ୍ତରାଞ୍ଚଳ ମୁଖ୍ୟଛକରେ ଘଣ୍ଟାଘର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଦପ୍ତରାଞ୍ଚଳର ମୁଖ୍ୟ ଛକରେ ଅର୍ଥାତ୍ ଭି.ଆଇ.ପି. ରୋଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ବହୁ ପ୍ରତିକ୍ଷୀତ ଘଣ୍ଟା ଘରକୁ ମଙ୍ଗଳାବର ପୂର୍ବାହ୍ନରେ ଲୋକାର୍ପଣ ହୋଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ସହରକୁ
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଆମ୍ବପୁଆସ୍ଥିତ ଲୁଇବ୍ରେଲ୍‌ ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରେ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି ।
Read More...