Browsing Tag

bargarh news

ବରଗଡ଼ ଜିଲ୍ଲାରେ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ୁଛି : ସମାଜିକ କର୍ମୀମାନଙ୍କ କ୍ଷୋଭ

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁର ପ୍ରାଦୁର୍ଭାବ ବଢ଼ି ଚାଲୁଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ଜିଲ୍ଳାପାଳ ନଥିବା ଖବର ସମଗ୍ର ରାଜ୍ୟବ୍ୟାପୀ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉଟ, ସଟଡାଉନ ଘୋଷଣା ହୋଇଥିବା ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ
Read More...

ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ, (ନିରଂଜନ ତ୍ରିପାଠୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ । ଏହି ସମୟରେ
Read More...

ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନୀତିନିୟମକୁ ପାଳନ କରି ଅନଲାଇନ ମାଧ୍ୟମରେ ନୃତ୍ୟ, ଗୀତ, ଅଭିନୟ , କବିତା , ଲୋକ ବାଦ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନର
Read More...

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ ବରଗଡ କୋଭିଡ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଲେ

ବରଗଡ଼, (ନିରଂଜନ ତ୍ରିପାଠୀ) : ଜିଲ୍ଲାର ବିଭିନ୍ନ ବ୍ଲକର ସମାଜିକ କର୍ମୀମାନଙ୍କ ପ୍ରବଳ ଚାପ ପ୍ରୟୋଗ ଏବଂ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲୁଥିବାରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା ହେବା ପରେ ଶେଷକୁ ବରଗଡ଼ ଜିଲ୍ଲାରେ କୋଭିଡ୍‌ ପରିଚାଳନା ନିମନ୍ତେ କୋଭିଡ ନୋଡ଼ାଲ
Read More...

୫ ଶହ ଟଙ୍କା ପାଇଁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ବରଗଡ଼, (ଗୋପୀନାଥ ସାହୁ) : ୫ ଶହ ଟଙ୍କା ଦେଇ ନପାରିବାରୁ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗୁଦେରପାଲିର ରିଙ୍କୁ ଦେବତା ପାଇକମାଲ ସ୍ଥିତ ଭଡ଼ା ଘରେ ରହୁଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଇସାନ୍‌ର ବାମପଟ ନାକ ଫୋଡ଼ାରେ
Read More...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଆସିଛି । ଯଦିଓ ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ମୌଳିକ ଅଧିକାର ପରିସରଭୁକ୍ତ କରି ବାଧ୍ୟତାମୂଳକ ତଥା
Read More...

ପଂଚାୟତ ସମିତି ମହାବିଦ୍ୟାଳୟରେ +୨ ନାମ ଲେଖା ଆରମ୍ଭ : ମହାବିଦ୍ୟାଳୟ ପରିସର ସାନିଟାଇଜ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପଂଚାୟତ ସମିତି ମହାବିଦ୍ୟାଳୟରେ ଆଜି +୨ ନାମ ଲେଖା ଆରମ୍ଭ ହେବା ସହ ଆଗାମୀ ଦିନରେ +୩ ଡ଼ିଗ୍ରୀ କଲେଜର ସେମିଷ୍ଟାର ପରୀକ୍ଷାକୁ ଦୃଷ୍ଟିରେ ରଖି କୋଭିଡ-୧୯ ଗାଇଡ଼ ଲାଇନ ଅନୁସାରେ ସମସ୍ତ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି ।
Read More...

ବରଗଡ଼ ବ୍ଳକ ଅଞ୍ଚଳରେ ଧାନଚାଷରେ ଚକଡ଼ା ପୋକ : ଚାଷୀକୁଳକୁ ଚିନ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ସମୟରେ ଚାଷ କାର୍ୟ୍ୟରେ କଟକଣା କୋହଳ ହେବା ପରେ ଚାଷୀମାନେ ଖୁସିରେ ଚାଷ କାର୍ୟ୍ୟରେ ଲାଗି ପଡିଥିଲେ । କିନ୍ତୁ ଏବେ ଧାନ ଚାଷରେ ଚକଡ଼ା ପୋକ ଚାଷୀକୁଳକୁ ଚିନ୍ତାରେ ପକାଇଛି । ବରଗଡ଼ ବ୍ଳକର ସରସରା, ଖୁଣ୍ଟପାଲି, ଧାଙ୍ଗେର, ଗାଇସୀମା, ଖଣ୍ଡହଥା,
Read More...

ମୋଟର ଚାଳକ ଦିବସ ପାଳିତ ଏବଂ ବିଶ୍ୱକର୍ମା ପୂଜା ସମାପିତ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜ଼ିଲ୍ଲା ଝାରବନ୍ଧ ଠାରେ ଓଡିଶା ମୋଟର ଚାଳକ ସଂଘ ଝାରବନ୍ଧ ଶାଖା ପକ୍ଷରୁ ମୋଟର ଚାଳକ ଦିବସ ପାଳିତ ହେବା ସହ କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ ବିଧିରକ୍ଷା ନିମନ୍ତେ ସାମାଜିକ ଦୂରତା ପାଳନ କରି ମୁହଁରେ ମାସ୍କ ଲଗାଇ ବିଶ୍ୱକର୍ମା ପୂଜା ପାଳିତ ହୋଇ
Read More...