Browsing Tag

bargarh news

ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନ : କୋଶଳର ଜନ୍ମ ଦିନରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକ‌ଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସପ୍ତମ ରକ୍ତଦାନ ଶିବିର ଭଟଲି ବ୍ଲକ ଭୂଲିଆଡ଼ିହିର ଭିଂଜିତୁରା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ହାସ୍ୟକବି ଦେବେନ୍ଦ୍ର ସାହୁଙ୍କ ପୁଅ କୋଶଳ ସାହୁଙ୍କ ଷଷ୍ଠ ଜନ୍ମଦିନ ଅବସରରେ ଆୟୋଜନ
Read More...

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅବହେଳିତ, ନିଷ୍ପେଷିତ ଏବଂ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ନେଇ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବିଗତ ୧୪ବର୍ଷ ଧରି ଅଭିନବ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରି ଆସୁଛି । ନିଜ ପରମ୍ପରା ଅନୁଯାୟୀ ବିଭିନ୍ନ କୁଷ୍ଠାଶ୍ରମ
Read More...

ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜବାଦର ପ୍ରବର୍ତ୍ତକ, ମହାପୁରୁଷ ଏବଂ ରାମରାଜ୍ୟର ସମର୍ଥକ ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ଆଜି ବରଗଡ଼ରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଥିବା ଅଗ୍ରସେନ ଜୟନ୍ତୀ ଏବର୍ଷ କୋଭିଡ୍ କଟକଣା ଯୋଗୁଁ
Read More...

ଅସହାୟ ବୁଢୀ ମା’କୁ ସହଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗାନ୍ଧୀଛକ ନିକଟସ୍ଥ କନ୍ହେୟା ହୋଟେଲ ପାଖରେ ଦୁଇ ଦିନ ହେବ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତର ବ୍ରାହ୍ମଣଡିହି ଗ୍ରାମର ଏକ ବୁଢୀ ମା'କୁ ଅସହାୟ ଅବସ୍ଥାରେ ଥିବା ଖବର ପାଇ ସମାଜସେବୀ କବି ମହାରଣା, ସ୍ୱାଧୀନ ପାତ୍ର ଏବଂ ଦୁର୍ଗା ପ୍ରସାଦ ବାରିକ
Read More...

ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ

ବରଗଡ, (ଗୋପୀନାଥ ସାହୁ) : ଟେଣ୍ଟ୍‌ ହାଉସରେ ପଡିଛି ଅଜଣା ବ୍ୟକ୍ତିର ମୃତ ଦେହ । ବରଗଡ ଟାଉନର ତଲିପଡାରେ ଥିବା ଏକ ଟେଣ୍ଟ ହାଉସରେ ଏହି ଘଟଣା ଦେଖିବାକୁ ମିଳିଛି । ଆଜି ପୋଲିସ ଶବକୁ ଜବତ କରିଛି । ବ୍ୟକ୍ତି ଜଣଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳି ପାରି ନଥିବା ବେଳେ ବ୍ୟକ୍ତି ଜଣକ ବରଗଡ ବ୍ଳକର
Read More...

ହସ୍‌ପିଟାଲ ବଚାଂଅ ଅଭିଯାନ ପକ୍ଷରୁ ର‍୍ୟାଲି

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ମୁଖ୍ୟ ସହରରେ ଥିବା ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ପୂର୍ଣ୍ଣକ୍ଷମ କରିବାକୁ ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଘୋଷଣା
Read More...

ସଂକଳ୍ପ ପରିବାର ତରଫରୁ ଶବସତ୍କାର : ଏକା ଥରକେ ଚାରୋଟି କରୋନା ଆକ୍ରାନ୍ତ ଶବ ସତ୍କାର କରିଛି ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ଆଜି ଗୋଟିଏ ଦିନରେ ଚାରୋଟି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବସତ୍କାର କରିଥିଲା । ମୃତ ଶବଗୁଡିକ ବରଗଡ଼ ମ୍ୟୁନିସିପାଲିଟି ଅଞ୍ଚଳର ଗୋଟିଏ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ଜଣେ, ଭଟଲି ବ୍ଲକ
Read More...

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ ୫୧ ୟୁନିଟ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସୋମବାର ଦିନ ଷଷ୍ଠ ରକ୍ତଦାନ ଶିବିର ଅତାବିରା ବ୍ଲକ ଟାଙ୍ଗରପାଲି ଯୁବକସଙ୍ଘ ଓ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ଟାଙ୍ଗରପାଲିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ୬୪ ଥର ରକ୍ତଦାନ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକାରୀ ବୈଠକ

ବରଗଡ, (ନିରଂଜନ ତ୍ରିପାଠୀ) : ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ୟ୍ୟକାରୀ ବୈଠକ ସଭା ପ୍ର. ଅମରେନ୍ଦ୍ର ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ତାଙ୍କର ଅଭିଭାଷଣରେ ଆଜିର ସମାଜ ପାଇଁ ତଥା ଦେଶ ପାଇଁ ରହିଥିବା ଆମର କର୍ତବ୍ୟକୁ ଚେତେଇ ଦେଇଥିଲେ । ପ୍ରହଲ୍ଲାଦ ମହାପାତ୍ର
Read More...

ଗାଡି ଚୋରଙ୍କଠାରୁ ସତର୍କ ରହିବାକୁ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ ତରଫରୁ ସଚେତନତା

ବରଗଡ଼, (ନିରୋଜ କୁମାର ପାଣୀ) : ପରୋପକାର କାର୍ୟ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ । ସହରରେ ଦିନକୁ ଦିନ ଚୋରୀ ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି ।
Read More...