Browsing Tag

bargarh news

କରୋନାରୁ କରୁଣ ପରିସ୍ଥିତି : ସପ୍ତାହେ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ନେଲା କରୋନା, ସାହାଯ୍ୟର ହାତ ବଢାଇଲା ସଂକଳ୍ପ…

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨) । ସୂଚନା ଅନୁସାରେ ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ୟ୍ୟରତ ଥିଲେ । ମୃତ ପ୍ରଦୀପ ଗତ ମାସ ୩୦
Read More...

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇନାହିଁ । ଫେବୃଆରୀ ମାସ ୬ ତାରିଖ ଗୁରୁବାର ଦିନ ତିନି ଜଣିଆ ଟିମ୍ ଆସି ତର୍ଜମା କରିବା ସହ
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ନୂଆ ଗୁଡେଶିରା ଗ୍ରାମର ତଲିପଡା ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ ଯୁବନେତା ଘନଶ୍ୟାମ ସାହୁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ସାହୁ, ପ୍ରତାପ
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନ

ବରଗଡ଼, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ୱାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଘରୋଇରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ଠାରୁ ତ୍ରିଦିବସୀୟ ରାଜ୍ୟବ୍ୟାପୀ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ମଜଦୁର
Read More...

ପୁଣି ଅଲୋଡା ହେଲେ ବୃଦ୍ଧା ମା’ : ପରିଣତ ବୟସ ସାଙ୍ଗକୁ ଅଜଣା ରୋଗ ଦୂର କରିଦେଲା ଜନ୍ମ କଲା ପୁଅ ଝିଅଠୁ

ବରଗଡ଼, (ନିରୋଜ କୁମାର ପାଣୀ) : ମା' ଆଖିରେ ଲୁହ । ନିଜ ପୁଅ ଝିଅ‌ଙ୍କ ପାଇଁ ଆଖିର ଲୁହକୁ ନିଜର ପଣତ କାନିରେ ପୋଛି ଦେଉଥିବା ସେଇ ମଣିଷର ନାମ ହେଉଛି ମା' । ପିଲାର ସବୁ ଅଝଟକୁ ମୁଣ୍ଡରେ ଆଉଁସି ନେଇ ସହିଯାଉଥାଏ ମା' । ହେଲେ ଏଠାରେ ମା' ହୋଇଛି ଅଲୋଡ଼ା । ଡାକ୍ତର କହିବା ପୂର୍ବରୁ ବଡ଼ରୋଗ
Read More...

ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ କରୋନା ମହାମାରୀ ସମୟରେ ରକ୍ତାଭାବ କୁ ଆଖି ଆଗରେ ରଖି ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ଶ୍ରୀମତୀ ଏ. ଲାଠ ଏବଂ ଶ୍ରୀ ସପନ କୁମାର ଦାସ ଯୋଗଦାନ
Read More...

ମା’ ସମଲେଶ୍ୱରୀଙ୍କ ଦଶହରା ପର୍ବ ଉଦ୍‌ଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ସରସରା ସ୍ଥିତ ମା ସମଲେଶ୍ୱରୀ ମନ୍ଦିରରେ ତିନି ଦିନ ଧରି ଗତ ୩୦ ତାରିଖରୁ ୧ ତାରିଖ ପର୍ୟ୍ୟନ୍ତ ଦଶହରା ପର୍ବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ବାଜା ଶୋଭାଯାତ୍ରାରେ କଳସ ଯାତ୍ରା ହୋଇ କଳସ ସ୍ଥାପନ କରି ମନ୍ଦିରରେ ପୂଜାରମ୍ଭ ହୋଇଥିଲା
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭା ଅନ୍ତର୍ଗତ ଅଡଗାଁ ପଞ୍ଚାୟତ ସହରାପାଲି ଗ୍ରାମ ଠାରେ ଅଗ୍ରଣୀ ଅନୁଷ୍ଠାନ "ସଂପର୍କ ସ୍ୱେଚ୍ଛାସେବୀ ସଂଘ" ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ
Read More...

ବଦାନ୍ୟ ବନ୍ଧୁ ତରଫରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼,(ନିରୋଜ କୁମାର ପାଣୀ) : କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ପଶ୍ଚିମ ଓଡ଼ିଶାରେ ଶୀତର ଲହରୀ ଅନୁଭୂତ ହୋଇଛି । ଏଥିପାଇଁ ବରିଷ୍ଠ ଅସହାୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ
Read More...

ନିଷ୍ଠା ପରିବାର ତରଫରୁ ପୁଣି କରୋନା ସଂକ୍ରମିତଙ୍କ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ରାଉରକେଲାର ଜଣେ ମହିଳା ଓ ସୋହେଲା ପେଟୁପାଲିର ଜଣେ ବ୍ୟକ୍ତି କରୋନା ରୋଗରେ ଗତକାଳି ମୃତ୍ୟୁବରଣ କରିଥିଲେ । ପ୍ରଶାସନ ଏବଂ ପରିବାର ବର୍ଗଙ୍କଠାରୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟର ହାତ । ନିଷ୍ଠା ଟିମ୍ ପହଂଚି ତାଙ୍କ
Read More...