Browsing Tag

bargarh news

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନ୍‌ଏସି ଟେକ୍ସ କଲେକ୍ଟର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି । ବିଭାଗୀୟ ସୂଚନା ମତେ
Read More...

ଆଜି ୨ୟ ପର୍ଯ୍ୟାୟ : ୩ଟି ବ୍ଲକରେ ହେବ ଭୋଟ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜିଲ୍ଲାର ୩ଟି ବ୍ଲକରେ ୨ ଲକ୍ଷ ୭୫ ହଜାର ୮୩ ଭୋଟର ଭୋଟ ଦେଇ ତାଙ୍କ ପ୍ରତିନିଧି ଚୟନ କରିବେ । ନିର୍ବାଚନ ମଇଦାନରେ ୧୬୬୦ ପ୍ରାର୍ଥୀ ରହିଥିବା ବେଳେ ୭୭୮ ବୁଥରେ ଭୋଟ ଗ୍ରହଣ
Read More...

ମୋବାଇଲ ଆଲୁଅରେ ଚାଲିଛି ଚିକିତ୍ସା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଆଲୁଅରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଖବର ମିଳିଛି । ସୂଚନା ଅନୁସାରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଟଲି ବ୍ଲକ ଅନ୍ତର୍ଗତ ଛଡେଇ ଗାଁ ପଞ୍ଚାୟତ ଟୁକୁର୍ଲ୍ଲା ସୀମାରେ ରହିଅଛି । ଏଠାରେ
Read More...

ଆଉ ୨ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଜଣେ ପ୍ରାର୍ଥୀ ଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ ସ୍ଥଗିତ ହୋଇଥିଲା । ଆଜି ପୁଣି ଆଉ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ ଅଧିକାରୀ । ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ର
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଭୋଟ ଗ୍ରହଣ କେନ୍ଦ୍ରର ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଜିଲ୍ଲାର ୪ଟି ବ୍ଲକର ୬୭ ପଞ୍ଚାୟତର ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଏଥିରେ ୨୭୨୧୩୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଇଦାନରେ ଏଥର
Read More...

ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ଯୋଗୁଁ ସ୍ଥଗିତ ହେଲା ନିର୍ବାଚନ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣେ ସରପଂଚ ପ୍ରାର୍ଥୀଙ୍କ ଆକସ୍ମିକ ଦେହାନ୍ତ ସୂଚନା ମିଳିଛି । ଆସନ୍ତା କାଲି ମତଦାନ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି । ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ
Read More...

ମୃତ ଶିଶୁପୁତ୍ର ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜୀରା ନଦୀ ପୋଲ ନିକଟରୁ ଜଣେ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶିଶୁଟିର ଜନ୍ମ କୌଣସି ନରସିଂହ ହୋମରେ ହୋଇଥିବା ଜଣାପଡ଼ିଛି । କାରଣ ଶିଶୁର ଗୋଡ଼ରେ ଗୋଟିଏ ବ୍ୟାଣ୍ଡରେ ଜନ୍ମ ଦେଇଥିବା ମା’ର ନାମ
Read More...

ବରପାଲିରେ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ ପରିସରରେ ଆଜି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ ଏବଂ ରଘୁନାଥ ବିଶିଙ୍କ ଉପନ୍ୟାସ 'ସବ୍ୟସାଚୀ' ପ୍ରିୟମ୍ବଦାର ପଞ୍ଚମ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ
Read More...

ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରେ ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । କୃଷ୍ନଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ତଥା ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ଉକ୍ତ ସଭାରେ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ । ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାରଙ୍କ
Read More...