Browsing Tag

bargarh news

ପୌର ପରିଷଦ ନିର୍ବାଚନ ପାଇଁ ୧୨ ଫର୍ମ କିଣିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ନିର୍ବାଚନ ପାଇଁ ଗତକାଲି ବରଗଡ଼ ମ୍ୟୁନିସିପାଲଟିର କାଉନସିଲର ପଦବୀ ପାଇଁ ୧୨ ଜଣ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର କିଣିଥିବା ଜଣାପଡିଛି । ସୁନନ୍ଦା ପଣ୍ଡା ୱାର୍ଡ ନଂ ୧୧ ପାଇଁ ମହମ୍ମଦ ଅଲିମ ୭, ଅଧିକାରୀ ସେଠ ୩, ଈଶ୍ବର
Read More...

ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସେଲ ଗ୍ରାମଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ
Read More...

ଭଦ୍ରତା, ସହଯୋଗିତା ଓ ନମ୍ରତା ହେମାନନ୍ଦ ବିଶ୍ୱାଳଙ୍କ ଭୂଷଣ ଥିଲା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଥିଲେ ଭଦ୍ରତା, ନମ୍ରତା ଓ ସହଯୋଗିତାର ଜଣେ ଉତ୍ତମ ଉଦାହରଣ । ଆଜି ସ୍ଥାନୀୟ ସୋଖିନ କଳାକାର ସଂଘ ଠାରେ ହରଦିପ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ନାଗରିକ ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତା ସ୍ୱର୍ଗତ
Read More...

ୟୁକ୍ରେନରୁ ଫେରିଲେ ବରଗଡ଼ର ଛାତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୟୁକ୍ରେନରେ ଯୁଦ୍ଧର ଭୟାଭୟତା ମଧ୍ୟରେ ରୋମାନିଆ ସୀମାରେ ଫସି ରହିଥିବା ବରଗଡ଼ ସଦର ମହକୁମା ତଲିପଡାର ଡାକ୍ତରୀ ଛାତ୍ର ଅନୁପମ କର ଆଜି ସକାଳୁ ରାୟପୁର ଦେଇ ଘରକୁ ଫେରିଛନ୍ତି । ୟୁକ୍ରେନର ଏକ ମେଡ଼ିକାଲ କଲେଜରେ ଦ୍ବିତୀୟ ବର୍ଷ ମେଡିକାଲ ଛାତ୍ର ଅନୁପମ
Read More...

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ବିକ୍ରି ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପୌର ପରିଷଦ ନିର୍ବାଚନ ଘୋଷଣା ପରେ ଆଜିଠୁ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୧୮ ନମ୍ବର ୱାର୍ଡ ସଭ୍ୟ ପାଇଁ ଏପିପି ଦଳର ଆଭୟ ସାମଲ, ୧୦ ନମ୍ବର
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଭଟଲି ରାସ୍ତା ବରଗଡ଼ ପଧାନଟିକ୍ରା ଠାରେ ଆଜି ସକାଳ ୧୧ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ ହୋଇଥିବା ସୂଚନା ମିଳିଛି । ତେବେ ଆଜି ୧୧ଟା ସମୟରେ ବରଗଡ଼ ସହର ଉପକଣ୍ଠ ତେନ୍ତଲା ନିବାସୀ ବୁଲୁ ପଧାନ(୩୮) ନାମକ ଜଣେ ବ୍ୟକ୍ତି
Read More...

ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେନେଇ ଗତକାଲି ଇଣ୍ଡିଆନ୍‌ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏ ବର୍ଷ କିଛି ସ୍ଥାନରେ ତାପମାତ୍ରା ବଢିବାକୁ ଥିବା ବେଳେ ଆଉ କିଛି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ବ୍ଲକର ଫଳାଫଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ୨୭ଟି ପଞ୍ଚାୟତରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂପୂର୍ଣ୍ଣ ଫଳାଫଳ ଘୋଷିତ ହୋଇଯାଇଛି । ଚଳିତ ନିର୍ବାଚନର ରଣାଙ୍ଗନରେ ୧୪୧ ଜଣ ସରପଞ୍ଚ ପ୍ରାର୍ଥୀ/ପ୍ରାର୍ଥିନୀ ରହିଥିଲେ । ଏଥିରେ କଟାପାଲି ପଞ୍ଚାୟତରୁ ରମେଶ ସାହୁ
Read More...

ମହା ଶିବରାତ୍ରିରେ ନିଷ୍ଠା ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମ ଗ୍ରାମର ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ ଠାରେ ପବିତ୍ର ମହା ଶିବରାତ୍ରି ଅବସରରେ ନିଷ୍ଠା ପରିବାର ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବରଗଡ ସଦର ଆଇଆଇସି
Read More...

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ପ୍ରତିଭା ପରିପ୍ରକାଶ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ
Read More...