Browsing Tag

bangomunda news

ବିଶ୍ୱକପ୍‌ ହକି ପାଇଁ ସଚେତନତା ଓ ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଗାମୀ ବିଶ୍ୱକପ ହକି ପାଇଁ ରାଜ୍ୟ ସାରା ଉତ୍ସବ ମୁଖର ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ବିଶ୍ୱକପ ହକି ପାଇଁ ଉତ୍ସାହ ପରିଲକ୍ଷିତ ହେଉଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶ
Read More...

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ମନିଗାଁ ଓ ବଙ୍ଗୋମୁଣ୍ଡା ବିଜୟୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ଯୁଗିରଥା ଦଳ ମଧ୍ୟରେ ଖେଳ
Read More...

୨ତମ ମନୋଜ ମାଝୀ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ଜୁରାବନ୍ଧ ଓ କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ଦିବସର ପ୍ରଥମ ରାଉଣ୍ଡରେ ଜୁରାବନ୍ଧ ଓ ଦେବଙ୍ଗ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଜୁରାବନ୍ଧ
Read More...

ବଙ୍ଗୋମୁଣ୍ଡାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ସତ୍ୟ ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଠାଧିଶ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ସଭାପତିତ୍ୱରେ ଯଜ୍ଞ କାର୍ଯ୍ୟ ଓ
Read More...

୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଗାଁରେ ସ୍ୱର୍ଗତ ମନୋଜ ମାଝୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ଅମର ରହେ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଣ୍ଟାବାଞ୍ଜିକୁ ହରାଇ ଖଲିଆଖମାର ଚାମ୍ପିୟନ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ଓ ଖଲିଆଖମାର ଦଳ ଫାଇନାଲ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କରେଲଧୁଆକୁ ହରାଇ ଫାଇନାଲରେ ଖଲିଆଖମାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଶେଷ ସେମିଫାଇନାଲ ଖେଳ କରେଲଧୁଆ ଓ ଖଲିଆଖମାର ଦଳ ମଧ୍ୟରେ ହୋଇଥିଲା । ଖଲିଆଖମାର ଦଳ
Read More...

ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରିତ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟରେ ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିମାନଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଜଣେ ଦିବ୍ୟାଙ୍ଗ ନିଜ ପରିଶ୍ରମରେ ପରିବାର
Read More...

ଐତିହାସିକ ଯୋଗିନୀ ପୀଠର ଅଳିଆ ଆବର୍ଜନା ସଫା କଲେ ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କଲେ ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ନରିହାପଡାରେ ଥିବା ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା । ଏହି ସ୍ଥାନକୁ
Read More...