ଆଉ ଶୁଭିବନି ସାରଙ୍ଗୀର ସୁର : ଲୋକ କଳାକାର ବିରଞ୍ଚି ନାଏକଙ୍କ ପରଲୋକ
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ତିରିଶରୁ ଅଧିକ ବର୍ଷ ଧରି ଲୋକ ସଂଗୀତକୁ ସାରଙ୍ଗୀ ବାଦ୍ୟଯନ୍ତ୍ର ଦ୍ଵାରା ଗୀତ ପରିବେଷଣ କରି ବଲାଙ୍ଗିର ଅଞ୍ଚଳରେ ପରିଚୟ ସୃଷ୍ଟି କରିଥିଲେ ବଲାଙ୍ଗିର ଜିଲ୍ଲା ଦୁଆନପାଲି ଗ୍ରାମର ଲୋକ କଳାକାର ବିରଞ୍ଚି ନାଏକ । ତାଙ୍କର ମଧୁର ଗୀତ ଏବଂ ବାଦ୍ୟ ଲୋକଙ୍କୁ!-->…
Read More...
Read More...