ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍ ଧକ୍କାରେ ୩ ମୃତ
ଅନୁଗୋଳ : ତାଳଚେର ଗୋବରା ଗାଁରେ କାର ଧକ୍କାରେ ୩ ଜଣଙ୍କର ମୁତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା ଏବଂ ୨ ଶିଶୁ ଅଛନ୍ତି । ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିବା କୁହାଯାଇଛି । ଜେଜେମା ପ୍ରମିଳା ପ୍ରଧାନ ତାଙ୍କ ୨ ନାତିଙ୍କୁ ଘର ଆଗରେ ଖେଳାଉ ଥିଲେ ।!-->…
Read More...
Read More...