Browsing Tag

anugul news

ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପଡିଲା ଅଭିଯୁକ୍ତ : ହାତୀ ଦାନ୍ତ ଜବତ

ଅନୁଗୁଳ : ହାତୀଦାନ୍ତ ବିକ୍ରି ସମୟରେ ଏସଟିଏଫ୍ ହାତରେ ଧରାପଡିଲା ଜଣେ ଅଭିଯୁକ୍ତ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଅନ୍ତୁଲିଆରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ସମୟରେ ଏସଟିଏଫ୍ ଖବର ପାଇ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଶିକାର
Read More...

ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର…

ଅନୁଗୁଳ : ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଫିଟ୍ ଇଣ୍ଡିଆ ରନ -୨୦୨୧ର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସମସ୍ତ ସ୍ଵେଚ୍ଛାସେବୀ ଅନୁଗୁଳ
Read More...

ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ମହା ଦୁର୍ନୀତିରେ ଛାତ୍ର କଂଗ୍ରେସର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ : ଓଡିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା ମହା ଦୁର୍ନୀତି ପ୍ରତିବାଦରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଆହ୍ଵାନ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ବିଭୁପ୍ରସାଦ ଜେନାଙ୍କ ଉପସ୍ଥିତିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ଵରେ
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ଟ୍ୱିଟ ପରେ ନିର୍ମାଣ ହେବ ନୂତନ ପୋଲ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗହମ ନିକଟସ୍ଥ ସମକୋଈ ପୋଲ ବିପଦ ମୁହାଁ ହୋଇପଡିଥିଲା । ପୋଲକଡରେ ଥିବା ସୁରକ୍ଷା ବାଡ଼ ଅଧାରୁ ଅଧିକାଂଶ ଭାଙ୍ଗିଯାଇଛି । ପୋଲ ଉପରେ ଥିବା ସନ୍ଧି ଗୁଡିକ ଖୋଲି ହୋଇଯାଇଥିଲା । ଅପରପକ୍ଷେ ସୁରକ୍ଷା ବାଡ଼ ଭାଙ୍ଗି ଯାଇଥିବାରୁ ଯାନବାହାନ
Read More...

ମହିଳା ଓ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ମହିଳା ପ୍ରତିନିଧି ଦଳ

ଅନଗୁଳ : ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଗତ ଦୁଇ ଦିନ ତଳେ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ଗ୍ରାମରେ ବାଳିକାକୁ ନୃସିଂହ ଭାବରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ବିଜେପିର ମହିଳା ପ୍ରତିନିଧି ଦଳ ଉକ୍ତ ଗ୍ରାମକୁ ଯାଇ ପାରି ପାର୍ସୀକ ଅବସ୍ଥା
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଅନୁଗୁଳ ଏସପିଙ୍କୁ ଦାବୀପତ୍ର

ଅନୁଗୁଳ : ଅନୁଗୁଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନୁଗୁଳ ଏସପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୨୪-୦୭-୨୦୨୧ ତାରିଖ ଦିନ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ
Read More...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ପ୍ରତିବାଦରେ ମହୀଧରପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ

ଅନୁଗୁଳ : ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ବୁଦାମୂଳରୁ ଉଦ୍ଧାର ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି । ସେଥିପାଇଁ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା
Read More...

ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଜଣେ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ନୂତନ ଟ୍ରାନ୍ସଫର୍‌ମର୍‌ ଲାଗିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିଚନ୍ଦନପୁର ପଞ୍ଚାୟତ ସ୍ଥିତ ସମଲ ବ୍ୟାରେଜ ଦ୍ୱାରା ବାସଚ୍ୟୁତ ଚାଳିଶ ପରିବାର ବଲାଙ୍ଗି ବି କଲୋନୀରେ ବାସ କରନ୍ତି । ଏହି କଲୋନୀରେ ଲାଗିଥିବା ୬୩ କେ.ଭି. ଟ୍ରାନ୍ସଫରମର ମରାମତି କରିବାପାଇଁ ବିଭାଗୀୟ ଅଧିକାରୀ ୨ ବର୍ଷ ତଳେ ଖୋଲିନେଲେ । ବଦଳରେ
Read More...

ପୂର୍ବ ଶତୃତାକୁ ନେଇ ବିଳମ୍ବିତ ରାତିରେ ଗୁଳିକାଣ୍ଡ : ଜଣେ ଯୁବକ ଆହତ

ଅନୁଗୁଳ : ପୂର୍ବ ଶତୃତାକୁ ନେଇ ଗୁଳିମାଡ । ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗୁଲି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...