Browsing Tag

anugul news

ଭିଜିଲାନ୍ସ ଜାଲରେ କୁବେର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆଜି ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନରେ,
Read More...

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି – ଡ. ବିଭୁ ତରାଇ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ବିଜେପି ଏସ୍‌ସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ
Read More...

ତାଳଚେରରେ ଟାଇକୋଣ୍ଡ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ଶିବିର

ଅନଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନଗୁଳ ଜିଲ୍ଲା ଟାଇକୋଣ୍ଡ ଆସୋସିଏସନ୍‌ ପକ୍ଷରୁ ଆଜି ତାଳଚେର ଟାଇକୋଣ୍ଡ ଆସୋସିଏସନ୍‌ର ଟ୍ରେନର ଯୋଗେନ୍ଦ୍ର ନାୟକଙ୍କ ଦ୍ଵାରା ଆୟୋଜିତ ତାଳଚେର ଦେଉଳବେଡା ସ୍ଥିତ ମଙ୍ଗଳମ କ୍ଳବଠାରେ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ହୋଟେଲ ଆଶ୍ରୟଠାରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆଜି ଅନୁଗୋଳ ସହରର ସ୍ଥାନୀୟ ତୁରଙ୍ଗ ସ୍ଥିତ ଆଶ୍ରୟ ହୋଟେଲ ପରିସରରେ ଭାରତୀୟ ଭାଷା ଆନ୍ଦୋଳନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଅନୁଗୋଳ ନ୍ୟାୟାଳୟର ଅଧିବକ୍ତା ଅର୍ଜୁନ କୁମାର
Read More...

ଜେଏସ୍‌ପିଏଲ୍‌ ପାନ୍ଥର କ୍ରିକଫେଷ୍ଟ ୨୦୨୧ : ଏକ୍ସଟ୍ରିମ ଦଳ ଚମ୍ପିଆନ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସ୍‌ପିଏଲ୍‌)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ କ୍ରିକଫେଷ୍ଟ – ୨୦୨୧ର ଫାଇନାଲ ମ୍ୟାଚରେ ଏକ୍ସଟ୍ରିମ ଦଳ ସ୍ପାରଟନ ଦଳକୁ ୨୪ ରନରେ
Read More...

ଜେଏସ୍‌ପିଏଲ୍‌ ପକ୍ଷରୁ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ କର୍ମଚାରୀମାନେ ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନ
Read More...

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ତାମିଲନାଡୁ କୁନ୍ନୁରରେ ଗତକାଲି ବାୟୁସେନାର ଏମ୍‌ଆଇ-୧୭ଭି-୫ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏଥିରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଓଡ଼ିଆ
Read More...

ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୧ ପାଳିତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୧ ଜିନ୍ଦଲ ନଗର ପରିସର ସ୍ଥିତ 'ଆଶା ଦି ହୋପ' କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ନାରାୟଣ ମହାପାତ୍ର, ଡିଏସ୍‌ଏସ୍‌ଓ, ଶ୍ରୀମତୀ ଅନିତା ମିତ୍ତଲ, ଶ୍ରୀମତୀ ଅନିନ୍ଦିତା
Read More...

ଓ.ପି. ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି, ଯାହା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ । ଏହି ଅବସରରେ ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର
Read More...

ଜେଏସ୍‌ପିଏଲ୍‌ ଜିତିଲା ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ୨୦୨୧

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦ୍‌ଯାପନ ହୋଇଅଛି । ଆଜିର ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚ
Read More...