ସେଲଫି ନେଲାବେଳେ ବାଲିଶଙ୍କରା ବ୍ଲକ୍ ଇବନଦୀ କନାକୁଣ୍ଡରେ ଖସିପଡି ନିଖୋଜ ହୋଇଯାଇଥିବା ଅନୁପମା ପ୍ରଜାପତିଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ଗତକାଲି ପରିବାର ଲୋକଙ୍କ ସହ ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ । ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ସେ ନଦୀ କନାକୁଣ୍ଡରେ ଖସିପଡି ନିଖୋଜ ହୋଇଯାଇଥିଲେ । ତେବେ ଗତକାଲି ଠାରୁ ଦମକଳ ବାହିନୀ ଅନୁପମା‌ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଆଜି ଦିନ ସାଢେ ୧୧ଟାରେ ଯୁବତୀ ଅନୁପମାଙ୍କ ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.