om academy

ଚାଲିଗଲେ ତାମିଲ ଅଭିନେତା ବିବେକ

jsm

ଚେନ୍ନାଇ : ଚାଲିଗଲେ ତାମିଲ ସିନେମା ଦୁନିଆର ଜଣେ ଆଗଧାଡିର ଅଭିନେତା ବିବେକ । ଶନିବାର ଦିନ ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବିବେକ ଗୁରୁବାର ଦିନ ଟୀକା ନେଇଥିଲେ । ହେଲେ ସେ କରୋନା ଟୀକା ନେବାର ଠିକ୍ ଗୋଟିଏ ଦିନ ପରେ ସେ ହଠାତ୍ ହୃଦଘାତର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ । ତେବେ ୫୯ ବର୍ଷ ବୟସରେ ଆଜି ତାଙ୍କର ଦେହା‌ନ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.