ନୃଶଂସତା : ଶିଶୁକନ୍ୟାର ତଣ୍ଟି କାଟିଲା ଯୁବକ

ବ୍ରହ୍ମପୁର : ଶିଶୁକନ୍ୟାର ତଣ୍ଟି କାଟିଲା ଯୁବକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଗୋଳନ୍ଥରା ଚିକିଟି ସୋରଳରେ ଜଣେ ଯୁବକ ୭ ବର୍ଷ ଶିଶୁକନ୍ୟାକୁ ତଣ୍ଟି କାଟି ଦେଇଛି । ତେବେ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି । ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଗାଁ ଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି । ତଣ୍ଟି କାଟିବାର କାରଣ ସ୍ପଷ୍ଟ ହୋଇନାହିଁ

Leave A Reply

Your email address will not be published.