csstore

ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ କାନୁଟ ପଞ୍ଚାୟତ ଭୁଟୁଙ୍ଗପଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଗ୍ରାମର ସୁବିଧା ଅସୁବିଧା ବୁଝିଥିଲେ ଏବଂ ଆଗାମୀ ଦିନରେ ଏହାର ଶୀଘ୍ର ସମାଧାନ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ବିଧାୟକ ଶ୍ରୀ ମେହେର । ଏଥିରେ ବିଧାୟକଙ୍କ ସହ ଦୁର୍ଯ୍ୟୋଧନ କୁମ୍ଭାର ଏବଂ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.