oom

ବରିଷ୍ଠ ବିଜେପି ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ଶୋକସଭା

jsmm

ପାଟଣାଗଡ଼, (ଅଜିତ ପୁରୋହିତ) : ବରିଷ୍ଠ ବିଜେପି. ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ସ୍ଥାନୀୟ ରାଜଖମାର ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ପାଟଣାଗଡ଼ ବ୍ଲକ୍‌ ଚେୟାରମେନ୍‌ ଭକ୍ତବନ୍ଧୁ ନାଏକ, ପ୍ରଭୋଦାନନ୍ଦ ପାଣିଗ୍ରାହୀ, ଓଁପ୍ରକାଶ ଯୋଷୀ, କରମସିଂ ସରାଫ, ମହାଦେବ ମେହେର, ବିଶ୍ୱମ୍ବର ପାଣିଗ୍ରାହୀ, ମଣ୍ଟୁ ଯୋଷୀ, ବାବୁଲା ଦାସ, ପ୍ରବୀଣ କୁଅଁର, ପ୍ରଦୀପ ପୁରୋହିତ, ମାଣିକ୍ୟ ସାହୁ, ନନ୍ଦନ ଠାକୁର, ପ୍ରଦୀପ ବନ୍‌ସଲ୍‌, ଆଲୋକ ପାଣିଗ୍ରାହୀ, ମୁନା ଠାକୁର, ରାନୀ ଚିନ୍ଦା, ମୁରଲୀ ତ୍ରିପାଠୀ, ଜ୍ଞାନ ପଟେଲ ଆଦି ବିଜେପି.ର କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଠାକୁରଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.