ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତି ସମ୍ବର୍ଦ୍ଧିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ନବ ନିଯୁକ୍ତ ସଭାପତି ସଂଜୀବ ନାଗଙ୍କୁ ଲୋଇସିଂହା ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ବରିଷ୍ଠ କଂଗ୍ରେସ ନେତା ମୋହିତ ମିଶ୍ର, ଅଶୋକ ବେହେରା, ଶିବକୁମାର ଅଗ୍ରୱାଲ, ସୁଶାନ୍ତ ସିଂ ପ୍ରମୁଖ ଶ୍ରୀ ନାଗଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.