କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ପାରମ୍ପରିକ ଅଖିମୁଠି ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଏହି କୃଷିଭିତ୍ତିକ ପରମ୍ପରା ଛତ୍ରପୁର ବ୍ଲକ୍ ଚମାଖଣ୍ଡି ନିକଟସ୍ଥ ବି.ତୋଟାପଲ୍ଲୀ ଗ୍ରାମରେ ଜିଲ୍ଲା କୃଷି ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.