ls

ମାଣ୍ତିଆଢିପା ସରପଞ୍ଚଙ୍କ ନିଆରା ପ୍ରୟାସ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ସାହୁ ନିଜ ଉଦ୍ୟମରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଁଏ ଖାତା ବଣ୍ଟନ କରିଛନ୍ତି । ଗ୍ରୀଷ୍ମ ଛୁଟି ଅବସରରେ ଚାଳିବାକୁ ଥିବା ୱାନ୍‌ ଡେ ୱାଡ୍‌ ପେଜ୍‌ ଲିଖନ କାର୍ୟ୍ୟକ୍ରମରେ ପିଲାମାନଙ୍କୁ ଦିଆଯାଇଥିବା ହୋମଟାସ୍କ ଉକ୍ତ ଖାତାରେ କରିବେ । ଏହି କାର୍ଯ୍ୟକ୍ରମରେ ସିଆର୍‌ସିସି ଡୋଲାମଣି ମାହାର, ସରପଞ୍ଚ ସ୍ୱାମୀ ରାଜୀବ ସାହୁ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.