
ପେଟ୍ରୋଲ ଦାମ୍ ଶୁନି କରି କାନ୍ଦ୍ କାନ୍ଦ୍ ବାଗିର୍ ଲାଗୁଛେ : ପେଟ୍ରୋଲ ଲିଟର୍ ୮୫ ଟଙ୍କା ୧୧ ପଏସା ଆର୍ ଡ଼ିଜେଲ ଲିଟର୍ ୮୧ ଟଙ୍କା ୩୧ ପଏସା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପେଟ୍ରୋଲ ଦାମ୍ ଶୁନି କରି କାନ୍ଦ୍ କାନ୍ଦ୍ ବାଗିର୍ ଲାଗୁଛେ । ଭୁବନେଶ୍ୱର ନେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ନୁ ଅଏଧ୍କା ହେଇଛେ । ଆନ୍ତର୍ଜାାତିକ ବଜାର ଥି ଅଶୋଧିତ ତେଲ୍ର ଦାମ୍ ବଢ଼ଇଥିବାର୍ ଲାଗି ଦେଶ୍ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବଢ଼ିଛେ । ଆଏଜ୍ ଭୁବନେଶ୍ୱର ନେ ପେଟ୍ରୋଲ ଲିଟର ପିଛିା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି । ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସା ରହିଛେ ।