om academy

ମାର୍କେଟ ଯବା ଆଗରୁ ଜାଣି ନିଅନ୍ତୁ ଆଜିର ପାଖାପାଖି ପନିପରିବା ଦର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଟମାଟର୍‌ – ୩୦ ଟଙ୍କା, ଭେଣ୍ଡି – ୪୦ ଟଙ୍କା, ବିମ୍‌ – ୫୦ ଟଙ୍କା, କଂଚା ମଟର – ୬୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୫୦ ଟଙ୍କା, ସିମ୍ବ – ୮୦ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ପୋଟଳ – ୮୦ ଟଙ୍କା, ଫୁଲକୋବି – ୪୦ ଟଙ୍କା, ବଂଧାକୋବି – ୩୦ ଟଙ୍କା, ଆଳୁ – ୪୫ ଟଙ୍କା, ପିଆଜ – ୫୦ ଟଙ୍କା, କେପ୍‌ସିକମ୍‌ – ୪୦ ଟଙ୍କା, ଗାଜର – ୬୦ ଟଙ୍କା, ବିଟ୍‌ – ୬୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୩୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୦ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୧୬ ଟଙ୍କା, ଗୁଆଁର ସିମ୍ବ – ୪୦ ଟଙ୍କା, କାକୁଡ଼ି – ୪୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, ଧନିଆଁ ପତ୍ର – ୧୨୦ ଟଙ୍କା, କଂଚାଲଙ୍କା – ୫୦ ଟଙ୍କା, ଭାଜି ଶାଗ – ୪୦ ଟଙ୍କା, ମେଥି ଶାଗ – ୮୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୧୦୦ ଟଙ୍କା, ମୂଳା – ୨୦ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

Leave A Reply

Your email address will not be published.