ls

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା

sb

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟରେ ଟୀକାର ଅଭାବ ନେଇ ଅନେକ ସ୍ଥାନରେ ଟୀକାକରଣ ବନ୍ଦ ହୋଇଥିବା ବେଳେ ଆଜି ରାଜ୍ୟକୁ ଆଉ ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ନେଇ ସୂଚନା ମିଳିଛି । ତେବେ ଏହି ଟୀକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ପରେ ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଟୀକା କେ‌ନ୍ଦ୍ର ମାନ‌ଙ୍କୁ ପଠାଯିବ । ଏହାପରେ ପୁଣି ରାଜ୍ୟରେ ଟୀକାକରଣ ସ୍ୱାଭାବିକ ହେବା ବୋଲି ଜଣାପଡୁଛି ।

pc pk
Leave A Reply

Your email address will not be published.