ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ଯୋଗଦେବେ ଲମ୍ବୋଧର ଧରୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ ସବ୍‌ଡେଗା ବ୍ଲକ ବିଡ଼ିଓ ଲମ୍ବୋଦର ଧରୁଆ, ଓଏଏସ୍‌, ଗ୍ରେଡ୍‌ ‘ଏ’(ଏସ୍‌ବି) ଯୋଗଦାନ କରିବେ । ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ସୁଧାକର ନାୟକ ବଲାଙ୍ଗିର ଉପଜିଲ୍ଲପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

Leave A Reply

Your email address will not be published.