ବଲାଙ୍ଗିର, (କେପିଏନ୍ଏସ୍) : ସବୁଆଡେ଼ ଚାପି ଯଉଛେ କରେନା । ଏନ୍ତା ଅବସ୍ଥା କେ ଦେଖିକରି ରାଜ୍ୟ ସରକାର ବଲାଙ୍ଗିର ସାଙ୍ଗେ ୧୦ ଜିଲ୍ଲା ନେ ଶନିବାର ଆର୍ ରଏବାର୍ ସଟ୍ ଡାଉନ୍ ଘୋଷଣା କରିଛନ୍ । ସଭେ ଇଟାକେ ମାନିକରି ଚଲ୍ବାର୍ ଲାଗି ବି ସରକାର ନିଘା ରଖିଛନ୍ । ଇତାର୍ ସାଙ୍ଗେ ସାଙ୍ଗେ ସବୁ ଦିନେ ବେଲ୍ବୁଡ଼ାର୍ ୬ ବଜେ ନୁଁ ଭୋର୍ ୫ ବଜେ ତକ୍ କର୍ଫ୍ୟୁ ଲଗାହେଇଛେ ।
କରୋନା କେ ହରାବାର୍ ଲାଗି ମୁହେଁ ମାସ୍କ ପିନ୍ଧ୍ବାର୍, ସାମାଜିକ ଦୂରତା ରକ୍ଷା କର୍ବାର୍ ଆର୍ ବାରମ୍ବାର ହାତ୍ ଧୁଇବାର୍ ସାଙ୍ଗେ ସାନିଟାଇଜର୍ ବେଭାର କର୍ବାର୍ ନିହାତି ଜରୁରୀ ଆଏ ବଲି ରାଜ୍ୟ ସରକାର୍ ସଚେତନ୍ କରି ଆସୁଛନ୍ । ଆସୁନ୍ ସଭେ ମାନିକରି ଚଲ୍ମା, ନିଜ୍କେ ଆର୍ ମୁନୁଷ୍ ଜାଏତ୍ କେ ବଁଚେଇ ରଖ୍ବାର୍ ଲାଗି ଅଁଟା ଭିଡ଼୍ମା ।