ବଲାଙ୍ଗିରରେ ନାରୀ ଶକ୍ତି ସଂଗଠନ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶୀତର ଲହରୀ ଖେଳିଯାଇଥିବା ବେଳେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ନାରୀ ଶକ୍ତି ସଂଗଠନ ତରଫରୁ ସହରର ଅନେକ ଜାଗାରେ ଥିବା ଅସହାୟମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯାଇଛି । ସଂଗଠନର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବହୁତ ପ୍ରଶଂସା କରାଯାଉଥିବା ବେଳେ ଏଥିରେ ସଂଗଠନର ସରିତା ଦାସଙ୍କ ସହ ବହୁ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.