ଗତ ୧୪ ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ମାମଲାର ସ୍ଥିତି ଅନୁଧ୍ୟାନ ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତରେ ପିସିସିଏଫ୍ ଶଶି ପଲ୍

କଳାହାଣ୍ଡି : ଗତ ୧୪ ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ମାମଲାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଳାହାଣ୍ଡି ଜିଲ୍ଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛ‌ନ୍ତି ପିସିସିଏଫ୍ ଶଶି ପଲ୍ । ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ ହେମୋରାଜିକ୍ ସେପ୍ଟିସେମିଆରେ ପୀଡିତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ପରେ ଆଜି ପିସିସିଏଫ ଏହି ଗସ୍ତ କରିଛନ୍ତି ।

Leave A Reply

Your email address will not be published.