ବଲାଙ୍ଗିର, (କେପିଏନ୍ଏସ୍) : ହେନ୍ତି ହେନ୍ତି ଘିଚିଟାନି ନେଇଁ ହଉନ୍ । ଲକ୍ଡାଉନ୍ ବେଲ୍କେ ବି ନିହାତି ଦର୍କାରୀ ସାମାନ୍ ମିଲ୍ବା । ସତେ ଯେନ୍ତା ଆର୍ ଦୁକାନ୍ ବଜାର୍ ମାସ୍ ମାସ୍ ଧରି ନେଇଁ ଖୁଲେନ’….ଆଏଜ୍ ବଲାଙ୍ଗିର ସହର୍ ଭିତ୍ରେ ହେନ୍ତା ଭିଡ୍ ଜମିଛେ । ଇ’ ଗଲା ବଛ୍ରେ ଆମେ ଲକ୍ଡାଉନ୍ କେ ସାମ୍ନା କରି ସାରିଛୁଁ । ଇ’ଟା ଆମର୍ ଲାଗି ନୁଆଁ କଥା ନୁହେଁସେ । ଫେର୍ ସର୍କାର୍ ବି ଲକ୍ଡାଉନ୍ ସମିଆଁ ଥି ସବୁ ଦିନେ ସକାଲର୍ ୬ ବଜେ ନୁଁ ଦୁଇ ପହର୍ ୧୨ ବଜେ ତକ୍ ଫି’ ଦିନ୍ ବେଭାର୍ ହଉଥିବାର୍ ଦର୍କାରୀ ସାମାନ୍ ଠିକ୍ ହିସାବେ ଲୋକ୍ ପାଇ ପାର୍ବେ ବଲି କିରାନା ଦୁକାନ୍, ଗୁରସ୍ ଦୁକାନ୍, ତୁନ୍ଶାଗ୍ ଦୁକାନ୍ ଲେଖେଁ ଦୁକାନ୍ ସବୁ ଖୁଲ୍ବାକେ ଅନୁମତି ଦେଇଛନ୍ । ଉଷୋ ଦୁକାନ୍ ତ’ ଆଘର୍ ଲେଖେଁ ଖୁଲା ରହେବା । ଫେର୍ ଆମେ ବାଏବିଛୋ ହେଇ ହାଟ୍ ବଜାର୍ କର୍ବାକେ ଏତ୍କି ଘିଚିଟାନି କାଏଁଯେ ହେମା । ଭିଡ଼୍ଭାଡ଼୍ ଠାନେ କରୋନା ଲହଁକିବାର୍ ଲାଗି ବତର୍ ହେସି । ହେନ୍ତି ହେନ୍ତି ଭିଡ଼୍ ଭାଡ଼୍ ନେଇଁ କରୁନ୍ । ଭିଡ଼୍ଭାଡ଼୍ ଠାନ୍କେ ନିସ୍ପତି ନେଇଁ ଯଉନ୍ । ଜୀବନ୍ ଥିଲେ ଆମେ କେତେନି କେତେ ହାଟ୍ ବଜାର୍ କର୍ମା । ଉଲେ ଦୁଲେ ସଁସାର୍କେ ସାଆଁଟିମା ।
ସବେ ଥାବେ ରହୁନ୍ । ଇଥିତାହିଁ ହେଲେ ଆର୍ ଆର୍ କରୋନାର ପରକୋପ୍ ବଢ଼୍ବା । ସଭେ ମାସ୍କ ପିନ୍ଧୁନ୍ । ନିହାତି ଦର୍କାର୍ ନେଇଁ ହେଲେ ଘରୁ ନେଇଁ ବାହାରୁନ୍ । ମୁଟେ ହେଲୁଆ ନେଇଁ ହଉନ୍ । ହେଉୁଆ ହେଲେ ହେବ୍ଲେଇ ଦେସି ସମିଆଁ, ମାନିଗୁନି କରି ଚଲୁନ୍ ।