om academy

ଆଜିି ଓଡ଼ିଶାରୁ ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ୧୦୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୪୩୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୫, ବାଲେଶ୍ୱରରୁ ୨୪, ବରଗଡ଼ରୁ ୨୭, ଭଦ୍ରକରୁ ୯, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୨, କଟକରୁ ୭୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨୦, ଗଜପତିରୁ ୭, ଗଂଜାମରୁ ୧୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୩୮, କେଉଁଝରରୁ ୩୫, ଖୋର୍ଦ୍ଧାରୁ ୮୩, କୋରାପୁଟରୁ ୧୨, ମାଲକାନଗିରିରୁ ୩, ମୟୁରଭଂଜରୁ ୮୬, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୪୧, ପୁରୀରୁ ୩୮, ସମ୍ବଲପୁରରୁ ୪୬, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୯୪ ଏବଂ ଷ୍ଟେଟ୍‌ ପୁଲ୍‌ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ମାତ୍ର ୧୧୭୧୫ ଜଣ ଏକଟିଭ୍‌ ଆକ୍ରାନ୍ତ ରାଜ୍ୟରେ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.