oom

ବରଗଡ଼ରୁ ଆଜି ୪୮ ଆକ୍ରାନ୍ତ ଚିହ୍ନଟ

jsmm

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସିମେଣ୍ଟ ନଗରରୁ ୩, ବରଢେ଼ାଲରୁ ୧, ବୀରମାଲରୁ ୩, ଖଣ୍ଡତାରୁ ୧, କଟାପାଲିରୁ ୨, ଡାଙ୍ଗରୁ ୧, ଆଠଗାଁରୁ ୧, ବିକାଶ କପ୍ଲେକ୍ସ ବରାହଗୁଡ଼ାରୁ ୬, ସୁଧା କ୍ଲିନିକ ଖଜୁରଟିକ୍ରାରୁ ୧, ସହରର ୱାଡର଼୍ ନଂ.୧୩ରୁ ୨, ନଦୀପଡ଼ାରୁ ୧, ୱାଡର଼୍ ନଂ.୧୦ରୁ ୧, ଗଉରପୁରରୁ ୧, ୱାଡର଼୍ ନଂ.୩ରୁ ୨, ଅତାବିରା ଭଇରୋପାଲିରୁ ୧, କଟକିଆପଡ଼ାରୁ ୧, ୱାଡର଼୍ ନଂ.୯ରୁ ୧, ତଲିପଡ଼ାରୁ ୨, ବ୍ଲଡ଼୍‌ ବେଙ୍କରୁ ୧, ୱାଡର଼୍ ନଂ.୬ରୁ ୧, ୱାଡର଼୍ ନଂ.୭ରୁ ୧, ବରପାଲିରୁ ୭, ଆଗଲପୁରରୁ ୧, ପଦମ୍‌ପୁରରୁ ୩, ଭେଡେ଼ନରୁ ୨, ଭୁଏପୁରରୁ ୧ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

jittmm
Leave A Reply

Your email address will not be published.