ଆଜି ପୁଣି ୫ ଜଣ ପ୍ରାଣ ହରାଇଲେ କରୋନାରେ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ୫ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଗଂଜାମ ଜି‌ଲ୍ଲାରୁ ୩ ଜଣ, ନୟାଗଡ଼ ଜି‌ଲ୍ଲାରୁ ଜଣେ ଓ ଭୁବନେ‌ଶ୍ୱରରୁ ଜଣେ ମୃତ୍ୟୁବରଣ କରିଥିବା ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.