oom

ଅସୁରକ୍ଷିତ ଢେଙ୍କାନାଳ : ଦିନ ଦ୍ୱିପହରରେ ଗ୍ରୀଲ ତାଡି ଘରୁ ଚୋରି ଅଭିଯୋଗ

jsmm

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ସ୍ଥିତ ଟିଚର୍ସ କଲୋନୀରେ ଆଜି ଦିନ ଦ୍ୱିପହରରେ ଘରର ଗ୍ରୀଲ ତାଡି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଲୋନୀରେ ରହୁଥିବା ଅଖିଳ ବେହେରାଙ୍କ ଘର ଲୋକ କୌଣସି କାମ ପାଇଁ ବାହାରକୁ ଯାଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳକୁ ସୁଯୋଗ ପାଇ ଚୋର ଘରର ଗ୍ରୀଲ ତାଡି ଘରୁ ଚୋରି କରିଛନ୍ତି, ଅଖିଳଙ୍କ କହିବା ଅନୁସାରେ କୋଡିଏ ହଜାର ଟଙ୍କା ସହ ପନ୍ଦର ଭରି ସୁନାଗହଣା ନେଇ ଯାଇଛନ୍ତି । ଖବର ପାଇ ଫାଣ୍ଡି ଅଧିକାରୀ ଓ ଟାଉନ ଥାନା ପୋଲିସ ଆସି ଘଟଣାକୁ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.