oum

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

jsm

ଆମପାଣି, (ଭରତ ବିଶି) : କଳାହାଣ୍ଡି ଜି‌ଲ୍ଲା ଆମପାଣି ଥାନା ରଏନଗୁଡା ଛକ ୪ୱେ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଛି । ଫଳରେ ଦୁଇ ଜଣ ଯୁବକ ଘଟଣା ସ୍ଥଳରେ ଗୁରୁତର ହୋଇଛ‌ନ୍ତି । ଯୁବକମାନେ ହେଲେ କନ୍ଧାଗଡର ଭୁଜମାଝୀ ଏବଂ ଡୁମେରବାହାଳ ନେତ୍ର ମାଝୀ ବୋଳି ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇଦିଆଯାଇଛି ।

Leave A Reply

Your email address will not be published.