oum

‘ଆମ କଳା, ଆମ ସଂସ୍କୃତି’ କାର୍ଯ୍ୟକ୍ରମ : କଳାହାଣ୍ଡିର ‘ବଜାସାଲ୍’ ନୃତ୍ୟଦଳକୁ ସମ୍ବର୍ଦ୍ଧିତ

jsm

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷର ପ୍ରଥମ “ଆମ କଳା, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଭୁବନେ‌ଶ୍ୱର ଉତ୍କଳ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ କରି ପ୍ରସଂଶିତ ହୋଇଥିବା କଳାହାଣ୍ଡିର “ବଜାସାଲ୍” ନୃତ୍ୟଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.