ls

ଗର୍ଜନବାହାଲରେ ଗୁଳିକାଣ୍ଡ : ୧୦ ଜଣ ଆହତ

sb

ସୁନ୍ଦରଗଡ଼ : ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା । କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ପ୍ରାୟ୧୦ ଜଣ ଆହତଙ୍କୁ ସୁନ୍ଦରଗଡ଼ ଓ ରାୟଗଡ଼ରେ ଭର୍ତ୍ତି କରାଯାଇଛି ।

pc pk
Leave A Reply

Your email address will not be published.