om academy

ବରିଷ୍ଠ ସାମ୍ବାଦିକ ବରିଷ୍ଠ କୁମାର ଶର୍ମାଙ୍କ ଦେହାନ୍ତ

jsm

ଜୟପୁର, (କେପିଏନ୍‌ଏସ୍‌) : ରାଜସ୍ଥାନ ଶ୍ରମଜୀବୀ ପତ୍ରକାର ସଂଘର ପୂର୍ବ ମହାସଚିବ ତଥା ଭାରତୀୟ ଶ୍ରମଜୀବୀ ପତ୍ରକାର ସଂଘର ଉପାଧ୍ୟକ୍ଷ ବରିଷ୍ଠ କୁମାର ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଭାରତର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତା କାଲି ମହାରାଣୀ ଫାର୍ମ ସ୍ଥିତ ମୋକ୍ଷଧାମରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.