ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଯାଇଛି । ୧୦୫୫୨୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଲକ୍ଷ ୨୭ ହଜାର ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୭୮୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୧ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
Prev Post