କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ଜୟଶ୍ରୀ ରମୈୟା‌ଙ୍କ ଆତ୍ମହତ୍ୟା

ବାଙ୍ଗାଲୋର : କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ବିଗବସ୍ କନ୍ନଡ ପ୍ରତିଯୋଗୀ ଜୟଶ୍ରୀ ରାମାୟା ବା‌ଙ୍ଗାଲୋର ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । କିଛି ଦିନ ତଳେ ସେ ଜୀବନ ପ୍ରତି ନିରାଶ ଥିବା ଦର୍ଶାଇବା ସହ ଇଚ୍ଛାମୃତ୍ୟୁ ଚାହିଥିଲେ । ପରେ ସେ ତାଙ୍କୁ ଏହି ମେସେଜକୁ ସୋସିଆଲ ସାଇଟରୁ ଡିଲିଟ କରି ଦେଇଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.