Browsing Category
କ୍ରୀଡା
ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କଲେ ଧାୱନଙ୍କ ଦଳ : ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ
କଲମ୍ବୋ : ସୀମିତ ଓଭର ଶୃଙ୍ଖଳା (ଦିନିକିଆ ଓ ଟି-୨୦) ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧାୱନ୍ଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ସଂଗରୋଧରୁ ବାହାରି ଶୁକ୍ରବାର ଦିନରୁ ଅଭ୍ୟାସ ଆରମ୍ଭ କରିଛି । ଚଳିତ ମାସ ୧୩ ତାରିଖରୁ ଶୃଙ୍ଖଳା ଆରମ୍ଭ ହେବାକୁ ଥିବା ବେଳେ ତିନି ଦିନ!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ୍ : ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ : ସାମୀଙ୍କୁ ୪, ଇଶାନ୍ତଙ୍କୁ ୩ ୱିକେଟ
ସାଉଥାମ୍ପଟନ୍ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ଓଭର ୨ବଲ ଖେଳି ନ୍ୟୁଜିଲାଣ୍ଡ ଦଳ!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…
ସାଉଥାମ୍ପଟନ୍ : ଏଜିସ୍ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ : ଭାରତ ପ୍ରଥମ ଇଂନିସରେ ୨୧୭ ରନରେ ଅଲଆଉଟ୍
ସାଉଥାମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବେଳେ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ!-->…
Read More...
Read More...
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ
ଟସ୍ ପଡିନି, ଆଗକୁ ବି ବର୍ଷା ଆଶଙ୍କା, ମ୍ୟାଚ୍ ବାତିଲ ହେଲେ ଯୁଗ୍ମ ବିଜେତା
ସାଉଥହାମ୍ପଟନ୍ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ!-->!-->!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ : ଭାରତ-ନ୍ୟୁଜିଲାଣ୍ଡ ଲଢେ଼ଇ ୧୮ରୁ ୨୨, ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଉଭୟ ଦଳ : ମ୍ୟାଚରେ…
ସାଉଥମ୍ପଟନ୍ : ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍ରେ ଆରମ୍ଭ ହେବ । ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ!-->…
Read More...
Read More...
ଆଜି ବାଙ୍ଗାଲୋର – କୋଲକାତା ମୁହାଁମୁହିିଁ
ଅହମ୍ମଦାବାଦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି କୋଲକାତା ନାଇଟର ମୁକାବିଲା କରିବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ ସାମ୍ନା କରିବାରେ ବାଙ୍ଗାଲୋର ୨ଥର ବିଫଳ ହୋଇଛି!-->…
Read More...
Read More...
ପଞ୍ଜାବକୁ ୭ ୱିକେଟରେ ହରାଇଲା ଦିଲ୍ଲୀ
ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ!-->…
Read More...
Read More...
ପୋଲାର୍ଡଙ୍କ ବିସ୍ପୋରକ ପାଳି ବଳରେ ଚେନ୍ନାଇକୁ ୪ ୱିକେଟରେ ହରାଇଲା ମୁମ୍ବାଇ
ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ରୋମାଞ୍ଚକର ଭାବେ ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ!-->…
Read More...
Read More...
ବାଙ୍ଗାଲୋରକୁ ହରାଇ ବିଜୟ ଧାରାକୁ ଫେରିଲା ପଞ୍ଜାବ କିଙ୍ଗସ୍
ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ!-->…
Read More...
Read More...